ETV Bharat / bharat

Parliament Winter Session: ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅଧିବେଶନରୁ ଛୁଟି ନେଲେ ମନମୋହନ ସିଂ

ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସଂସଦ ଶୀତକାଳୀନ ଅଧିବେଶନରୁ ( Parliament Winter Session) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଗୃହ ସଦସ୍ୟ ମନମୋହନ ସିଂ(former PM Manmohan Singh)ଙ୍କୁ ଛୁଟି ଦିଆଯାଇଛି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅଧିବେଶନରୁ ଛୁଟି ନେଲେ Manmohan Singh

author img

By

Published : Dec 2, 2021, 1:38 PM IST

ନୂଆଦିଲ୍ଲୀ: ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସଂସଦ ଶୀତକାଳୀନ ଅଧିବେଶନରୁ ( Parliament Winter Session) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଗୃହ ସଦସ୍ୟ ମନମୋହନ ସିଂଙ୍କୁ(former PM Manmohan Singh) ଛୁଟି ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଆଜି(ଗୁରୁବାର) ଏହି ଛୁଟି ମଞ୍ଜୁରୀ କରିଛନ୍ତି ।

ଗୃହ ସଦସ୍ୟ ମନମୋହନ ସିଂ ସ୍ବାସ୍ଥ୍ୟ ସମସ୍ୟା ନେଇ ଛୁଟି ପାଇଁ ଆବେଦନ କରିଥିଲେ । ଟେବୁଲରେ ପେପରେ ସ୍ଥାପନ ହେବାପରେ ଚାଲିଥିବା ଶୀତକାଳୀନ ଅଧିବେଶନରୁ ତାଙ୍କୁ ଛୁଟି ଦେବାରୁ ଘୋଷଣା ହୋଇଛି । ସଂସଦର ଶୀତକାଳୀନ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ଯୋଗ ଦେବେ ନାହିଁ ମନମୋହନ ସିଂ ।

୮୯ବର୍ଷୀୟ ମନମୋହନ ସିଂ କିଛି ଦିନ ହେବ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଅଛନ୍ତି । ହାର୍ଟ ସମସ୍ୟା ନେଇ ଏମ୍ସରେ ମଧ୍ୟ ଭର୍ତ୍ତି ହୋଇଥିଲେ । ୨୦୦୯ରେ ତାଙ୍କ ହାର୍ଟ ବାଏ ପାସ ସର୍ଜରୀ ମଧ୍ୟ ହୋଇଛି । ୨୦୨୦ ଏପ୍ରିଲରେ ସେ ୧୧ଜଣିଆ ଇଣ୍ଟରନାଲ ସଦସ୍ୟ କମିଟିର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.