ETV Bharat / bharat

କର୍ଣ୍ଣାଟକରେ ମର୍ମନ୍ତୁଦ ଦୁର୍ଘଟଣା: 11 ମୃତ, 5 ଗୁରୁତର

author img

By

Published : Jan 15, 2021, 9:54 AM IST

Updated : Jan 15, 2021, 11:43 AM IST

କର୍ଣ୍ଣାଟକର ଧରୱାଡ ଜିଲ୍ଲା 4ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ 11 ଜଣଙ୍କ ଅକାଳରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ ମର୍ମନ୍ତୁଦ ଦୁର୍ଘଟଣା
କର୍ଣ୍ଣାଟକରେ ମର୍ମନ୍ତୁଦ ଦୁର୍ଘଟଣା

ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡ ଜିଲ୍ଲା ଇଟ୍ଟିଗାଟ୍ଟି ଗାଁ ନିକଟ 4 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା

ସୂଚନାଅନୁସାରେ, ଆଜି(ଶୁକ୍ରବାର) ସକାଳୁ ସକାଳୁ ଇଟ୍ଟିଭାଟ୍ଟି ଗାଁ ନିକଟରେ ଏକ ବସକୁ ଦ୍ରୁତ ଗତିରେ ଆସୁଥିବା ଟିପର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଘଟଣାସ୍ଥଳରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । ଟେମ୍ପୋରେ ଥିବା ଯାତ୍ରୀ ଡାଭାନାଗେରିରୁ ବେଲଗାଭି ଅଭିମୁଖେ ଯାତ୍ରା କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 15, 2021, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.