ETV Bharat / bharat

74th Republic Day: ରାମୋଜୀ ଫିଲ୍ମ ସିଟି ପାଳିଲା 74ତମ ସାଧାରଣତନ୍ତ୍ର ଦିବସ

author img

By

Published : Jan 26, 2023, 5:59 PM IST

ରାମୋଜୀ ଫିଲ୍ମ ସିଟିରେ ପାଳିତ ହେଲା 74ତମ ସାଧାରଣତନ୍ତ୍ର ଦିବସ । ଜାତୀୟ ପତାକା ଉତ୍ତୋଳନ କଲେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ । ସମସ୍ତଙ୍କୁ ଜଣାଇଲେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା । ଅଧିକ ପଢନ୍ତୁ

ରାମୋଜୀ ଫିଲ୍ମ ସିଟିରେ ପାଳନ ହେଲା 74ତମ ସାଧାରଣତନ୍ତ୍ର ଦିବସ

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ଫିଲ୍ମ ସିଟି ‘‘ରାମୋଜୀ ଫିଲ୍ମ ସିଟି ’’ରେ ପାଳିତ ହୋଇଛି 74ତମ ସାଧାରଣତନ୍ତ୍ର ଦିବସ । ରାମୋଜୀ ଗ୍ରୁପର ଅଧ୍ୟକ୍ଷ ସି. ରାମୋଜୀ ରାଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାମୋଜୀ ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବରୀ, ଇଟିଭି ଭାରତ ନିର୍ଦ୍ଦେଶିକା ବ୍ରିହତି, ଫିଲ୍ମ ସିଟିର ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ସକାଳ 8 ଟାରେ ଫିଲ୍ମ ସିଟି ପରିସରରେ ଥିବା କ୍ୟାରମ ଗାର୍ଡେନରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଥିଲା । ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ ପତାକା ଉତ୍ତୋଳନ କରିବା ପରେ ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ସେ ରାମୁଜୀ ଗ୍ରୁପର ବିଭିନ୍ନ ସଂସ୍ଥା ଓ ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସକୁ ରାମୋଜୀ ଫିଲ୍ମ ସିଟିରେ ବେସ ଉତ୍ସାହର ସହ ପାଳନ କରାଯାଏ । ଉଭୟ ଜାତୀୟ କାର୍ଯ୍ୟକ୍ରମରେ ରାମୁଜୀ ଗ୍ରୁପ ମୁଖ୍ୟ ରାମୋଜୀ ରାଓ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.