ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ମସଜିଦର ଲାଉଡ ସ୍ପିକରର ଉଚ୍ଚ ସ୍ବରକୁ ବିରୋଧ କରାଯାଇଛି । ଏମଏନଏସ ମୁଖ୍ୟ ରାଜ ଠାକରେ ମସଜିଦରେ ଲାଉଡସ୍ପିକର ବନ୍ଦ କରିବାକୁ ମହାରାଷ୍ଟ୍ର ସରକାରଙ୍କୁ ଦାବି କରିଛନ୍ତି । ଗତ ଶନିବାର ରାଜ ଠାକରେ ଦଳୀୟ କର୍ମକର୍ତ୍ତାକୁ ସମ୍ବୋଧିତ କରୁଥିବା ବେଳେ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ କହିଥିଲେ।
-
Raj Thackeray asks Maha govt to remove loudspeakers from mosques, warns of playing 'Hanuman Chalisa' in front of mosques
— ANI Digital (@ani_digital) April 3, 2022 " class="align-text-top noRightClick twitterSection" data="
Read @ANI Story | https://t.co/gQx4IkLP85#Maharashtra #Mosque #HanumanChalisa #RajThackrey pic.twitter.com/wtFAJlBF80
">Raj Thackeray asks Maha govt to remove loudspeakers from mosques, warns of playing 'Hanuman Chalisa' in front of mosques
— ANI Digital (@ani_digital) April 3, 2022
Read @ANI Story | https://t.co/gQx4IkLP85#Maharashtra #Mosque #HanumanChalisa #RajThackrey pic.twitter.com/wtFAJlBF80Raj Thackeray asks Maha govt to remove loudspeakers from mosques, warns of playing 'Hanuman Chalisa' in front of mosques
— ANI Digital (@ani_digital) April 3, 2022
Read @ANI Story | https://t.co/gQx4IkLP85#Maharashtra #Mosque #HanumanChalisa #RajThackrey pic.twitter.com/wtFAJlBF80
ସେ କହିଛନ୍ତି, ମୁଁ ପ୍ରାର୍ଥନା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧର୍ମର ବିରୋଧୀ ନୁହେଁ । କିନ୍ତୁ ନିଜ ଘରେ ବସି ପ୍ରାର୍ଥନା କରନ୍ତୁ, ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଲାଉଡ ସ୍ପିକରକୁ ବନ୍ଦ କରିବା ଉଚିତ। ଯଦି ଏହାକୁ ବନ୍ଦ କରାନଯାଏ ତେବେ ମସଜିଦ ଆଗରେ ହନୁମାନ ଚାଳିଶା ଲଗାଇବାକୁ ରାଜ ଠାକରେ ଚେତାବନୀ ଦେଇଛନ୍ତି ।
ରାଜ ଆହୁରି ମଧ୍ୟ କହିଛନ୍ତି ସାଂସଦ ଏବଂ ବିଧାୟକମାନଙ୍କୁ ଦିଆଯାଇଥିବା ପେନସନ ପ୍ରତ୍ୟାହାର କରାଯିବା ଉଚିତ। ଯଦି ସେମାନଙ୍କୁ ଘର ଦିଆଯିବ ତେବେ ସେମାନଙ୍କଠାରୁ ଫାର୍ମହାଉସ ନିଆଯାଉ । ଯଦି ସରକାର ଘର ଦେବାକୁ ଚାହାଁନ୍ତି, ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ଦିଅନ୍ତୁ । ଅନ୍ୟପଟେ ମୁମ୍ବାଇର ମୁସଲମାନ ଅଞ୍ଚଳରେ ଥିବା ମସଜିଦ ଉପରେ ଚଢ଼ାଉ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ନିବେଦନ କରିଛନ୍ତି । ସେଠାରେ ବସବାସ କରୁଥିବା ଲୋକେ "ପାକିସ୍ତାନୀ ସମର୍ଥକ" ବୋଲି ରାଜ ଠାକରେ କହିଛନ୍ତି ।
@ANI