ETV Bharat / bharat

CRPF ଯବାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ପରିବାର ଓ ସମ୍ପର୍କୀୟଙ୍କ ନିବେଦନ

author img

By

Published : Apr 7, 2021, 2:24 PM IST

ସିଆରପିଏଫ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଜମ୍ମୁ-କାଶ୍ମୀର ସରକାରଙ୍କୁ ପ୍ରତିବାଦ ଜଣାଇଲେ ପରିବାର ଓ ସମ୍ପର୍କୀୟ । ଗତ 3 ତାରିଖ ଦିନ ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲ ଓ ସୁରକ୍ଷାବଳ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଏହାପରେ ସେ ନିଖୋଜ ରହିଛନ୍ତି । ଅଧିକ ପଢନ୍ତୁ...

ସିଆରପିଏଫ ଯାବାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ କଲେ ପରବାର ଓ ସମ୍ପର୍କୀୟ

ଶ୍ରୀନଗର: ସିଆରପିଏଫ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଜମ୍ମୁକାଶ୍ମୀର ସରକାରଙ୍କୁ ପ୍ରତିବାଦ ଜଣାଇଲେ ପରିବାର ଓ ସମ୍ପର୍କୀୟ । ସିଆପିଏଫ ଯବାନ ରାକେଶ୍ବର ସିଂ ମାନହାସଙ୍କୁ ନକ୍ସଲଙ୍କ କବଳରୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।

ଗତ 3 ତାରିଖ ଦିନ ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲ ଓ ସୁରକ୍ଷାବଳ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଏହି ଲଢେଇରେ ନକ୍ସଲ ମାନଙ୍କ ପକ୍ଷରୁ ସୁରକ୍ଷାବଳକୁ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ । ଏହି ଅପରେସନରେ ବିଏସଏଫର ଯବାନ ରାକେଶ୍ବର ସିଂହ ମାନହାସ ମଧ୍ୟ ସାମିଲ ହୋଇଥିଲେ । ଏହି ଲଢେଇ ପରେ ସିଆପିଏଫ ଯବାନ ନିଖୋଜ ଥିଲେ । ଏହାପରେ ନକ୍ସଲଙ୍କ ମାନଙ୍କ କବଜାରେ ସିଆପିଏଫ ଯବାନ ରାକେଶ୍ବର ସିଂହ ମାନହାସ ରହିଛନ୍ତି ବୋଲି ଜଣାପଡିଛି ।ଏ ନେଇ ସେଠାକାର ସାମ୍ବାଦିକଙ୍କୁ ଜଣାଇଥିବା ଜଣାପଡିଥିଲା । ଏଥିରେ ପ୍ରାୟ 22 ଜଣ ଶହୀଦ ହୋଇଥିବାବେଳେ 31 ଯବାନ ଆହତ ହୋଇଛନ୍ତି । ସେପଟେ ନକ୍ସଲମାନଙ୍କ ମଧ୍ୟର 15 ରୁ18 ନକ୍ସଲକୁ ସୁରକ୍ଷା ବାହିନୀ ମାରିଥିବା ଜଣାପଡିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାକେଶ୍ବର ସିଂହ ମାନହାସକୁ ନକ୍ସଲ ମାନେ ଛାଡିବେ ନା ନାହିଁ ତାହା ଜଣାପଡିନାହିଁ । ତାଙ୍କୁ ଉଦ୍ଧାର କରିବା ପାଇଁ ଜମ୍ମୁରୁ ତାଙ୍କ ପତ୍ନୀଙ୍କ ସମେତ ଝିଅ ଓ ଭାଇ ଏବଂ ମା ଉଦ୍ଧାର କରିବା ପାଇଁ ନିବେଦନ କିରଛନ୍ତ । ଆଜି ଏନେଇ ଜମ୍ମୁରେ ସିଆପିଏଫ ଜବାନ ରାକେଶ୍ବର ସିଂହଙ୍କୁ ଉଦ୍ଧାର କରିବା ପାଇଁ ରାସ୍ତାରୋକ କରି ପ୍ରତିବାଦ କରି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.