ETV Bharat / bharat

ପ୍ରଥମ ଡୋଜ ଟିକା ନେଲେ ଚାଷୀନେତା ରାକେଶ ଟିକାୟତ

କୋରୋନା ଟିକାର ପ୍ରଥମ ଡୋଜ ନେଲେ ଚାଷୀନେତା ରାକେଶ ଟିକାୟତ । ଦିଲ୍ଲୀ ୟୁପି ବର୍ଡର ନିକଟରେ ଥିବା ହସପିଟାଲରେ ନେଲେ ଟିକା । ଅଧିକ ପଢନ୍ତୁ...

Rakesh Tikait gets vaccinated in hospital near protest site
କୋରୋନା ଟିକା ନେଲେ ଚାଷୀନେତା ରାକେଶ ଟିକାୟତ
author img

By

Published : Apr 14, 2021, 10:24 AM IST

ନୂଆଦିଲ୍ଲୀ : କୋରୋନା ଟିକାର ପ୍ରଥମ ଡୋଜ ନେଲେ ଚାଷୀନେତା ରାକେଶ ଟିକାୟତ । ଧାରଣା ସ୍ଥଳ ଦିଲ୍ଲୀ ୟୁପି ବର୍ଡର ନିକଟରେ ଥିବା ହସପିଟାଲରେ ଟିକା ନେଇଛନ୍ତି ଟିକାୟତ । ଭ୍ୟାକ୍ସିନ ନେବାର କିଛି ସମୟ ଯାଏଁ ତାଙ୍କୁ ନିରିକ୍ଷଣରେ ରଖାଯାଇଥିଲା । ପରେ ତାଙ୍କୁ କୌଶମ୍ବୀଙ୍କ ଯଶୋଡା ସୁପର ସ୍ପେସିଆଲିଟି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ପୂର୍ବକୁ ଟିକାୟତ କହିଥିଲେ ଯେ, ଆନ୍ଦୋଳନରତ ଚାଷୀଙ୍କୁ ସରକାର ଟିକା ବଣ୍ଚନ କରିବା ସହ ଜେଲରେ ଥିବା କଏଦୀମାନଙ୍କୁ ମଧ୍ୟ ଭ୍ୟାକ୍ସିନ ଯୋଗାଇ ଦେବା ଦରକାର । ସିଂଙ୍ଘୁ ବର୍ଡରରେ ଗତ ନଭେମ୍ବର ମାସରୁ ଚାଷୀ ଆନ୍ଦୋଳକ କରିଆସୁଛନ୍ତି । ଯାହାର ନେତୃତ୍ବ ନେଇଛନ୍ତି ରାକେଶ ଟିକାୟତ । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଏହି ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନରେ ପଞ୍ଜାବ, ହରିୟାଣା ସମେତ ଏକାଧିକ ରାଜ୍ୟର ବିଭିନ୍ନ ଚାଷୀ ସଂଗଠନ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.