ETV Bharat / bharat

ଆଜି ପଶ୍ଚିମବଙ୍ଗରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷାମନ୍ତ୍ରୀ - ନିର୍ବାଚନୀ ଜନସଭା

ଆଜି ପଶ୍ଚିମବଙ୍ଗ ଗସ୍ତ କରି ତିନୋଟି ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
author img

By

Published : Mar 25, 2021, 8:56 AM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ବିଧାନସଭା ନର୍ବାଚନ । ଏନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଆଜି ପଶ୍ଚିମବଙ୍ଗ ଗସ୍ତ କରି ତିନୋଟି ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଗସ୍ତରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କ ଆଶାକୁ ଦୃଢ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଏହା ସହିତ ଜୟପୁର,ତାଲଡାଙ୍ଗ୍ରା ଓ କକଡୱିପ ବିଧାନସଭା ନିର୍ବାଚନମଣ୍ଡଳୀରେ ଜନସଭାରୁ ସମ୍ବୋଧନ କରିବେ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ୍ଟାଇଠାରେ ଏକ ରାଲିରେ ଯୋଗ ଦେଇଥିଲେ । ସେପଟେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ମେଦିନପୁରରେ ମଙ୍ଗଳବାର ଏକ ବିରାଟ ରୋଡ ଶୋରେ ଯୋଗ ଦେଇଥିଲେ ।

ପଶ୍ଚିମବଙ୍ଗରେ 294 ସଦସ୍ୟ ବିଶିଷ୍ଟ ରାଜ୍ୟସଭାକୁ ନିର୍ବାଚନ ମାର୍ଚ୍ଚ 27ରୁ ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଶେଷ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ 29 ରେ ହେବ। ଭୋଟ୍ ଗଣନା ମେ 2ରେ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.