ETV Bharat / bharat

ଆଜିଠୁ 2 ଦିନିଆ କୋଚି ଓ କରୱାର ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ

author img

By

Published : Jun 24, 2021, 11:30 AM IST

ଆଜିଠୁ ଦୁଇ ଦିନିଆ କୋଚି ଓ କରୱାର ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେଠାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କରିବେ ସମୀକ୍ଷା । ଅଧିକ ପଢନ୍ତୁ...

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ କୋଚି ଓ କରୱାର ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଗସ୍ତରେ କୋଚି ଓ କରୱାରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରବେ ରାଜନାଥ ସିଂ ।

  • Leaving New Delhi on a two day visit to Karwar and Kochi. Shall review the ongoing infrastructure development at Karwar and also the progress of construction of the Indigenous Aircraft Carrier (IAC) at Kochi. Looking forward to this visit.

    — Rajnath Singh (@rajnathsingh) June 24, 2021 " class="align-text-top noRightClick twitterSection" data=" ">

କୋଚି ଗସ୍ତରେ ସେଠାରେ ଚାଲିଥିବା ସ୍ବଦେଶୀ ବିମାନ ପରିବହନକାରୀ (IAC) ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବେ ରାଜନାଥ ସିଂ । ଏ ନେଇ ଟ୍ବିଟ କିର ସୂଚନା ଦେଇଛନ୍ତି ରାଜନାଥ ସିଂ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.