ETV Bharat / bharat

ରାଷ୍ଟ୍ରପତିଙ୍କୁ ସିଏମ ଷ୍ଟାଲିନଙ୍କ ଚିଠି, ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀଙ୍କ ଦଣ୍ଡ କ୍ଷମା କରିବାକୁ ଅପିଲ - ସିଏମ ଷ୍ଟାଲିନ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ସମସ୍ତ 7 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ କ୍ଷମା କରିବା ନେଇ ଉଚିତ ଆଦେଶ ପାରିତ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।

ରାଷ୍ଟ୍ରପତିଙ୍କୁ ସିଏମ ଷ୍ଟାଲିନଙ୍କ ଚିଠି, ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀଙ୍କ ଦଣ୍ଡ କ୍ଷମା କରିବାକୁ ଅପିଲ

author img

By

Published : May 20, 2021, 10:57 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ । ରାଜ୍ୟସରକାରଙ୍କ ସୁପାରିଶକୁ ଗ୍ରହଣ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ସମସ୍ତ 7 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ କ୍ଷମା କରିବା ନେଇ ଉଚିତ ଆଦେଶ ପାରିତ କରିବାକୁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଦୋଷୀଙ୍କୁ ଛାଡିବା ପାଇଁ ନିର୍ଦ୍ଦେଶ ଦେବାକୁ ରାଷ୍ଟ୍ରପତିଙ୍କୁ କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

ଷ୍ଟାଲିନ ତାଙ୍କ ଚିଠିରେ କହିଛନ୍ତି ଯେ ତାମିଲନାଡୁର ଅଧିକାଂଶ ରାଜନୈତିକ ଦଳ ଏହି 7 ଜଣ ଦୋଷୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରୁଛନ୍ତି। ତାମିଲନାଡୁ ଜନସାଧାରଣଙ୍କର ମଧ୍ୟ ସମାନ ଇଚ୍ଛା ଅଛି ।

7 ଜଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ଗତ ତିନି ଦଶନ୍ଧି ମଧ୍ୟରେ ଏକ ବଡ଼ ମୂଲ୍ୟ ଦେଇଛନ୍ତି | କୋରୋନା ମହାମାରୀ ସମୟରେ ବନ୍ଦୀମାନଙ୍କ ଭିଡ଼କୁ ହ୍ରାସ କରିବା ମାମଲାକୁ ସ୍ବୀକାର କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତେଣୁ ଦୋଷୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଆଦେଶ ପାରିତ କରିବାକୁ ଅନୁରୋଧ କରିଛନ୍ତି ଷ୍ଟାଲିନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.