ETV Bharat / bharat

ନଭେମ୍ବର 11ରୁ ପଶ୍ଚିମବଙ୍ଗରେ ଚାଲିବ 696 ଟ୍ରେନ

author img

By

Published : Nov 9, 2020, 8:08 AM IST

ନଭେମ୍ବର 11ରୁ ପଶ୍ଚିମବଙ୍ଗରେ ଚାଲିବ 696 ଟ୍ରେନ । ଏନେଇ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଅଧିକ ପଢନ୍ତୁ...

Railways to resume 696 train services in West Bengal
ନଭେମ୍ବର 11ରୁ ପଶ୍ଚିମବଙ୍ଗରେ 696ଟି ରେଳସେବା ଆରମ୍ଭ

ନୂଆଦିଲ୍ଲୀ: ନଭେମ୍ବର 11ରୁ ପଶ୍ଚିମବଙ୍ଗରେ ଆରମ୍ଭ ହେବ 696 ରେଳସେବା । ଏନେଇ ରବିବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି । ତେବେ ଅଧିକ ରେଳ ସେବା ଯୋଗାଇବା ଦ୍ବାରା ଯାତ୍ରୀଙ୍କ ଗମାନାଗମନ ଅଧିକ ସହଜ ହେବ ବୋଲି ସେ କହିଛନ୍ତି ।

ନିକଟରେ ପଶ୍ଚିମବଙ୍ଗ ସରକାର ପୂର୍ବ ରେଳବାଇ (ER) କୁ ଚିଠି ଲେଖିଥିଲେ । ଯେଉଁଥିରେ କୋଭିଡ୍ ନିୟମାବଳୀ ପାଳନ କରି ଉପାନ୍ତ ସହରରେ ଦୈନିକ ଅଧିକ ଟ୍ରେନ୍ ଚଳାଚଳ କରିବା ନେଇ ବିଚାର କରିବାକୁ କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.