ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା ପ୍ରସଙ୍ଗ: ରାଜନୀତି କରୁଛି ବିଜେପି କହିଲେ ସିଦ୍ଧୁ

author img

By

Published : Jan 7, 2022, 10:51 PM IST

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ (pm modi security breach) ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁ (Punjab Congress Chief Navjot Singh Sidhu) । ତେବେ ଏହାକୁ ନେଇ ବିଜେପିକୁ ରାଜନୀତି କରୁଛନ୍ତି କହିଛନ୍ତି ସିଦ୍ଧୁ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି କରୁଛି ବିଜେପି

ଚଣ୍ଡିଗଡ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟିକୁ (pm modi security breach) ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁ (Punjab Congress Chief Navjot Singh Sidhu) । ତେବେ ଏହାକୁ ନେଇ ବିଜେପିକୁ ରାଜନୀତି କରୁଛନ୍ତି କହିଛନ୍ତି ସିଦ୍ଧୁ ।

  • They (BJP) must stop playing politics. You will get a befitting reply here. All those talking about President's Rule (in Punjab), are your (BJP) parrots: Punjab Congress Chief Navjot Singh Sidhu in Chandigarh pic.twitter.com/hQxnEcsJ8J

    — ANI (@ANI) January 7, 2022 " class="align-text-top noRightClick twitterSection" data=" ">

ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ରୋକିଥିଲେ ଆନ୍ଦୋଳନକାରୀ । ଏହା ପରେ ପ୍ରଧାନମନ୍ତ୍ରୀ ଅଧା ବାଟରୁ ଫେରିଯାଇଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ନବଜ୍ୟୋତି ସିଂ ସିଦ୍ଧୁ ପ୍ରଶ୍ନ କରିଛନ୍ତି । ଏହି ଘଟଣାକୁ ନେଇ ବିଜେପି ରାଜନୀତି କରିବା ବନ୍ଦ କରୁ । ତୁମକୁ ଠିକ ସମୟରେ ଠିକ ଜବାବ ମିଳିବ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ ବହିଷ୍କାର କରି ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ବିଜେପିକୁ ଜୋରାଦାର ଟାର୍ଗେଟ କରିଛନ୍ତି ସିଦ୍ଧୁ। ଦୀର୍ଘ ଏକ ବର୍ଷ ହେଲା ତିନୋଟି କୃଷି ଆଇନକୁ ନେଇ କୃଷକ ମାନେ ଆନ୍ଦୋଳନରେ ବସିଥିଲେ । ପ୍ରଧାନମନ୍ତ୍ରୀ ୧୫ ରୁ ୨୦ ମିନିଟ ଅପେକ୍ଷା କଲେ କିଛି ନାହିଁ ବୋଲି ସିଦ୍ଧୁ କହିଛନ୍ତି ।

ସୂଚନାଥାଉକି ଗତ ଜାନୁୟାରୀ ୫ ତାରିଖ ଦିନ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ରୋକିଥିଲେ ଆନ୍ଦୋଳନକାରୀ । ଫିରୋଜପୁର ଫ୍ଲାଏ ଓଭରରେ ଦୀର୍ଘ ୧୫ ରୁ ୨୦ ମିନିଟ ଅପେକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଏହା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମସ୍ୟା ଥିବା ସାମନାକୁ ଆସିଥିଲା। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତଦନ୍ତ ସ୍ଥଗିତ ରଖିବାକୁ ପଞ୍ଜାବ ଓ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.