ETV Bharat / bharat

ତୋମାରଙ୍କ ଚିଠି ପଢିବାକୁ ଚାଷୀଙ୍କୁ ମୋଦିଙ୍କ ଅପିଲ୍ - Tomar letter

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲେଖିଥିବା ଚିଠିକୁ ପଢିବା ପାଇଁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ତୋମାରଙ୍କ ଚିଠି ପଢିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଦେଶବାସୀଙ୍କୁ କଲେ ଅପିଲ

author img

By

Published : Dec 17, 2020, 8:57 PM IST

ନୂଆଦିଲ୍ଲୀ: ଚାଷୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲେଖିଥିବା ଚିଠିକୁ ଅଧିକରୁ ଅଧିକ ଅନୁଧ୍ୟାନ କରିବା ପାଇଁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଚିଠିକୁ ଅଧିକରୁ ଅଧିକ ଲୋକଙ୍କ ନିକଟକୁ ପଠାଇବାକୁ ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତୋମାରଙ୍କ ଚିଠି ପଢିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଦେଶବାସୀଙ୍କୁ କଲେ ଅପିଲ
ତୋମାରଙ୍କ ଚିଠି ପଢିବାକୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଦେଶବାସୀଙ୍କୁ କଲେ ଅପିଲ

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀ ଭାଇ ଓ ଭଉଣୀଙ୍କୁ ଚିଠି ଲେଖି ନିଜର ଭାବନା ପ୍ରକାଶ କରିଛନ୍ତି । ଏକ ବିନମ୍ର ସମ୍ବାଦ ପାଇଁ ପ୍ରୟାସ କରିଛନ୍ତି । ସମସ୍ତ ଅନ୍ନଦାତାଙ୍କୁ ଏହି ଚିଠି ପଢିବାକୁ ଅନୁରୋଧ କରିଛନ୍ତି ମୋଦି । ଏହାସହ ଅଧିକରୁ ଅଧିକ ଲୋକଙ୍କ ନିକଟରେ ଏହି ଚିଠି ପହଞ୍ଚାଇବାକୁ ଦେଶବାସୀଙ୍କୁ ଅପିଲ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।

କେନ୍ଦ୍ର କୃଷି ଆଇନ ବିରୋଧରେ 22 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ କୃଷି ଆଇନକୁ ନେଇ ଚାଷୀଙ୍କ ନାଁରେ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ଏହି ଚିଠିରେ କୃଷିମନ୍ତ୍ରୀ କୃଷି ସୁଧାର ଆଇନରେ କଣ ସବୁ ଲାଭ ରହିଛି ତାହା ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.