ETV Bharat / bharat

ବେଦୀରେ ବର-କନିଆ: କାରରେ ପଣ୍ଡିତ, ପଢୁଛନ୍ତି ମନ୍ତ୍ର

author img

By

Published : May 19, 2021, 2:42 PM IST

ତେଲେଙ୍ଗାନାର ସିଦିପେଟ ଜିଲ୍ଲା କୋହେଦା ଅଞ୍ଚଳରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜଣେ ପଣ୍ଡିତ ଗାଡିରେ ମନ୍ତ୍ର ପଢି ବିବାହ କାର୍ଯ୍ୟ ସମ୍ପନ୍ନ କରିଥିବାର ଏକ ଭିଡିଓ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

ବେଦୀରେ ନୁହେଁ କାରରେ ବସି ମନ୍ତ୍ରପାଠ କଲେ ପଣ୍ଡିତ

ହାଇଦ୍ରାବାଦ: ମହାମାରୀ ସମୟରେ ସାମାଜିକ ଦୂରତା ରଖିବାର ନିହାତି ଆବଶ୍ୟକତା ରହିଛି । ଏହି ନିୟମର ସଠିକ ପାଳନ କରିଛନ୍ତି ଜଣେ ପଣ୍ଡିତ । ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ କୋରୋନା କୋପରୁ ରକ୍ଷା ପାଇବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ଜଣେ ପଣ୍ଡିତ । ବେଦୀରେ ବର କନିଆ ଥିବାବେଳେ ଗାଡି ଭିତରେ ବସି ପଣ୍ଡିତ ମନ୍ତ୍ର ପଢି ସେମାନଙ୍କ ବିବାହ କରୁଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି ଘଟଣା ଘଟିଛି ତେଲେଙ୍ଗାନାର ସିଦିପେଟ ଜିଲ୍ଲା କୋହେଦା ଅଞ୍ଚଳରେ ।

କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଣ୍ଡିତ ଜଣକ ଏକ ଗାଡିରେ ବସି ମାଇକ ସାହାଯ୍ୟରେ ମନ୍ତ୍ର ପଢି ବିବାହ କାର୍ଯ୍ୟ ତୁଲାଇଛନ୍ତି । ଅନ୍ୟପଟେ ବେଦୀ ଉପରେ ବର କନିଆ ବସିଛନ୍ତି । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.