ETV Bharat / bharat

ପବିତ୍ର ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - president

ପବିତ୍ର ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
author img

By

Published : Sep 10, 2021, 7:27 AM IST

Updated : Sep 10, 2021, 9:43 AM IST

ନୂଆଦିଲ୍ଲୀ: ଆଜି ଅଗ୍ରପୂଜ୍ୟ ଶ୍ରୀଗଣେଶ ଚତୁର୍ଥୀ । ଘରେ ଘରେ ପୁରପଲ୍ଲୀରେ ବିରାଜିବେ ବିଘ୍ନରାଜ । ପବିତ୍ର ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଗଣେଶ ଚତୁର୍ଥୀ ଅବସରରେ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ଭଗବାନ ଗଣେଶଙ୍କ ଜନ୍ମଦିନକୁ ପ୍ରତିବର୍ଷ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ । ଯିଏ ଜ୍ଞାନ, ସମୃଦ୍ଧତା, ଭାଗ୍ୟର ପ୍ରତୀକ ଅଟନ୍ତି । ଏହି ଦିନକୁ ପ୍ରତିବର୍ଷ ଆନନ୍ଦ ଉତ୍ସାହ ସହିତ ପାଳନ କରାଯାଏ |

ସେ ଆହୁରି କହିଛନ୍ତି କୋରୋନା ମହାମାରୀ ବିରୋଧରେ ଆମ ଲଢେଇ ସଫଳ ହେଉ ଏବଂ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସୁ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋଭିଡ ନିୟମ ପାଳନ କରି ପୂଜା ମନାଇବାକୁ କହିଛନ୍ତି ରାଷ୍ଟ୍ରପତି ।

  • गणपति बाप्पा मोरया!

    गणेश चतुर्थी के शुभ अवसर पर सभी देशवासियों को हार्दिक शुभकामनाएं।

    मेरी कामना है कि कोविड-19 के विरुद्ध किए जा रहे हमारे प्रयासों को विघ्नहर्ता गणेश सफल बनाएं और सभी को सुख एवं शांति प्रदान करें।

    आइए, हम सब कोविड-अनुकूल व्‍यवहार करते हुए यह त्‍योहार मनाएं।

    — President of India (@rashtrapatibhvn) September 10, 2021 " class="align-text-top noRightClick twitterSection" data=" ">

ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ବାର୍ତ୍ତାରେ ଉପରାଷ୍ଟ୍ରପତି କହିଛନ୍ତି ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ । କୋରୋନା ନିୟମ ମାନି ଏହି ଉତ୍ସବକୁ ପାଳନ କରିବାକୁ ବାର୍ତ୍ତାରେ କହିଛନ୍ତି ଉପରାଷ୍ଟ୍ରପତି ।

ସେହିପରି ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପବିତ୍ର ଦନିରେ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ସହିତ ସମସ୍ତ ନିରୋଗୀ ରୁହନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • आप सभी को गणेश चतुर्थी की मंगलकामनाएं। यह पावन अवसर हर किसी के जीवन में सुख, शांति, सौभाग्य और आरोग्य लेकर आए। गणपति बाप्पा मोरया!

    — Narendra Modi (@narendramodi) September 10, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।#GaneshChaturthi pic.twitter.com/csoC7uHvC4

    — Naveen Patnaik (@Naveen_Odisha) September 10, 2021 " class="align-text-top noRightClick twitterSection" data=" ">

ପବିତ୍ର ଗଣେଷ ପୂଜାରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଘ୍ନହର୍ତ୍ତା ଶ୍ରୀଗଣେଶ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଶାନ୍ତି ଭରି ଦିଅନ୍ତୁ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • नमामि देवं सकलार्थदं तं सुवर्णवर्णं भुजगोपवीतम्ं।
    गजाननं भास्करमेकदन्तं लम्बोदरं वारिभावसनं च॥

    सभी को गणेश चतुर्थी के पावन पर्व की हार्दिक शुभकामनाएं। विघ्नहर्ता भगवान श्री गणेश आप सभी के जीवन में सुख, समृद्धि और आरोग्य लाएं।#GaneshChaturthi pic.twitter.com/TqDPViq4Q4

    — Dharmendra Pradhan (@dpradhanbjp) September 10, 2021 " class="align-text-top noRightClick twitterSection" data=" ">

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Sep 10, 2021, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.