ETV Bharat / bharat

ଆଜି ଉତ୍ତରପ୍ରଦେଶ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିବେ ରାଷ୍ଟ୍ରପତି

ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

author img

By

Published : Sep 11, 2021, 8:18 AM IST

ଆଜି ଉତ୍ତରପ୍ରଦେଶ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିବେ  ରାଷ୍ଟ୍ରପତି
ଆଜି ଉତ୍ତରପ୍ରଦେଶ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଗସ୍ତରେ ଯାଇ ଉତ୍ତରପ୍ରଦେଶ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଆହ୍ଲାବାଦ ହାଇକୋର୍ଟର ନୂତନ ବିଲ୍ଡିଂ କମ୍ପ୍ଲେକ୍ସର ଉଦଘାଟନ କରିବେ ।

ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଆଜି ରାଷ୍ଟ୍ରପତି ଉତ୍ତ୍ରପ୍ରଦେଶ ଗସ୍ତରରେ ଯାଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ତଥା ଆହ୍ଲାବାଦ ହାଇକୋର୍ଟର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ ।

ଏହା ପୂର୍ବରୁ ଅଗଷ୍ଟ ମାସରେ ରାଷ୍ଟ୍ରପତି ଉତ୍ତରପ୍ରଦେଶ ଗସ୍ତରେ ଯାଇ ଅନେକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.