ETV Bharat / bharat

ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ରାଷ୍ଟ୍ରପତି

author img

By

Published : May 8, 2022, 9:04 AM IST

ଆଜି ନାଗପୁରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(IIM)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ରାଷ୍ଟ୍ରପତି
ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଦିନିକିଆ ମହାରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ପହଞ୍ଚିବା ପରେ ନାଗପୁରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(IIM)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ ରାଷ୍ଟ୍ରପତି କୋବିନ୍ଦ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦନିକିଆ ମହାରାଷ୍ଟ୍ର ଗସ୍ତରେ ଆସିବା ନେଇ ବିବୃତ୍ତିରେ କୁହାଯାଇଛି । ଏଥିସହ ନାଗପୁରର ଦେହେଗାଓଁ ମାଉଜାଠାରେ ଥିବା IIM କ୍ୟାମ୍ପସର ଉଦଘାଟନ କରିବା ନେଇ ବିବୃତ୍ତିରେ ଉଲ୍ଲେଖ ରହିଛି । ଏନେଇ IIM ନାଗପୁର ପକ୍ଷରୁ ମଧ୍ୟ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି । ଏହି କ୍ୟାମ୍ପସରେ ୬୦୦ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.