ETV Bharat / bharat

ଦେଶବାସୀଙ୍କୁ ଛଟ୍ ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଛଟ୍ ପୂଜା । ଧୁମଧାମରେ ଏହି ପୂଜା ପାଳୁଛନ୍ତି ଉତ୍ତର ଭାରତୀୟ । ଛଟ୍ ପୂଜା ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଛଟ୍ ପୂଜାରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Nov 10, 2021, 1:41 PM IST

Updated : Nov 10, 2021, 1:51 PM IST

ନୂଆଦିଲ୍ଲୀ: ଆଜି ଛଟ୍ ପୂଜା । ଧୁମଧାମରେ ଏହି ପୂଜା ପାଳୁଛନ୍ତି ଉତ୍ତର ଭାରତୀୟ । ଏହି ଦିନରେ ବିଶେଷ ଭାବରେ ସୂର୍ଯ୍ୟଙ୍କୁ ପୂଜା କରାଯାଏ । ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଛଟ୍ ପୂଜାର ଶୁଭ ଅବସରରେ ଦେଶବାସୀଙ୍କୁ ମୋର ଶୁଭକାମନା । ଏହି ପର୍ବ ପ୍ରକୃତି ଉପରେ ବିଶେଷ କରି ସୂର୍ଯ୍ୟ ଓ ଜଳ ଉପରେ ଆମ ନିର୍ଭରତାକୁ ସ୍ବୀକାର କରାଯାଇଥାଏ । ଏହି ପର୍ବ ଆମ ପରିବେଶକୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପ୍ରୟାସକୁ ଶକ୍ତି ଯୋଗାଇଥାଏ ବୋଲି ଟ୍ବିଟ କରି କହିଛନ୍ତି ରାଷ୍ଟ୍ରପତି ।

  • छठ पूजा के शुभ अवसर पर सभी देशवासियों को शुभकामनाएं। यह पर्व प्रकृति, विशेषकर सूर्य‌ व‌‌ जल पर हमारी निर्भरता‌ को स्वीकारने का भी अवसर है। मेरी कामना है कि यह त्‍योहार हमारी सांस्कृतिक विरासत को सबल बनाने के साथ-साथ पर्यावरण-संरक्षण के हमारे प्रयासों को भी सुदृढ़ बनाए।

    — President of India (@rashtrapatibhvn) November 10, 2021 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଟ୍ ପୂଜାର ଶୁଭେଚ୍ଛା ଦେଇଛନ୍ତି । ଛଟ୍ ମୈୟା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

  • सूर्योपासना के महापर्व छठ की आप सभी को ढेरों शुभकामनाएं। छठी मइया हर किसी को उत्तम स्वास्थ्य और सुख-सौभाग्य प्रदान करें। pic.twitter.com/JVZ7lTKWDn

    — Narendra Modi (@narendramodi) November 10, 2021 " class="align-text-top noRightClick twitterSection" data=" ">

ଛଟ୍ ପୂଜା ଉତ୍ତର ଭାରତରେ ବିଶେଷ ଭାବରେ ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶରେ ପାଳନ କରାଯାଏ | ଏହି ବର୍ଷ ନଭେମ୍ବର 8, 2021 ରେ ନାହା ଖାଇଙ୍କ ଠାରୁ ଆରମ୍ଭ ହୋଇ 11 ନଭେମ୍ବର 2021 ରେ ଉଷା ଆର୍ଗିଆ ସହିତ ସମାପ୍ତ ହେବ । ଏହି ପୂଜାରେ ସୂର୍ଯ୍ୟଙ୍କୁ ପୂଜା କରାଯାଏ ।

@ANI

Last Updated : Nov 10, 2021, 1:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.