ETV Bharat / bharat

ବାୟୁସେନା କମ୍ୟୁନିକେସନ ସ୍କ୍ବାର୍ଡନ ମୁଖ୍ୟାଳୟ ପରିଦର୍ଶନ କଲେ ରାଷ୍ଟ୍ରପତି

author img

By

Published : Nov 12, 2022, 10:57 PM IST

ବାୟୁସେନାର କମ୍ୟୁନିକେସନ ସ୍କ୍ବାର୍ଡନ ମୁଖ୍ୟାଳୟ ପରିଦର୍ଶନ କଲେ ରାଷ୍ଟ୍ରପତି । ଯୋଗାଯୋଗ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କଲେ ବରିଷ୍ଠ ବାୟୁ ସେନାଧିକାରୀ (President Droupadi Murmu visit Air Headquarters)। ଅଧିକ ପଢନ୍ତୁ

ବାୟୁସେନା ମୁଖ୍ୟାଳୟରେ କମ୍ୟୁନିକେସନ ସ୍କ୍ବାର୍ଡନ ପରିଦର୍ଶନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବାୟୁସେନାର କମ୍ୟୁନିକେସନ ସ୍କ୍ବାର୍ଡନ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ । ଗତକାଲି (ଶୁକ୍ରବାର) ରାଷ୍ଟ୍ରପତି ମୁର୍ମୁ ନୂଆଦିଲ୍ଲୀ ସ୍ଥିତ ଏୟାର ହେଡକ୍ୱାର୍ଟର କମ୍ୟୁନିକେସନ୍ ସ୍କ୍ବାର୍ଡନ ବୁଲି ଦେଖିଛନ୍ତି । ଏହା ହେଉଛି ଭାରତୀୟ ବାୟୁସେନାର ମୁଖ୍ୟ ଯୋଗାଯୋଗ ପ୍ରଣାଳୀ, ଯାହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ।

  • President Droupadi Murmu visited Air Headquarters Communication Squadron which undertakes communication duties in the most challenging circumstances, yesterday. She interacted with unit personnel and was familiarised with its history. pic.twitter.com/lIKc5aV3E2

    — ANI (@ANI) November 12, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତିଙ୍କ ସହ ବାୟୁସେନାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଏହି ଅତ୍ୟାଧୁନିକ ଯୋଗାଯୋଗ ପ୍ରଣାଳୀର କାର୍ଯ୍ୟଶୈଳୀ ଓ ଏହାର ଅତ୍ୟାଧୁନିକ ଫିଚର ସମ୍ପର୍କରେ ଅବଗତ କରାଇଥିଲେ । ଭାରତୀୟ ବାୟୁସେନାର ଯୋଗାଯୋଗ ଇତିହାସ ଓ ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମବିକାଶଃ ଉପରେ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ । ସେହିପରି ରାଷ୍ଟ୍ରପତି ମଧ୍ୟ ୟୁନିିଟରେ କର୍ଯ୍ୟରତ ଥିବା ବାୟୁଯୋଦ୍ଧାଙ୍କ ସହ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.