ନୂଆଦିଲ୍ଲୀ: ସମୟ ଗଡ଼ୁଛି ଉତ୍କଣ୍ଠା ଗଡ଼ୁଛି ରଥରେ ବିଶ୍ବନିୟନ୍ତାଙ୍କୁ ଦେଖିବାକୁ ମନ ଆତୁର ହେଉଛି । ଆଜି ପବିତ୍ର ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନ ସିଂହସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ । ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ପବିତ୍ର ଘୋଷଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ବି ପଢନ୍ତୁ...କାଳିଆ ପ୍ରେମରେ ମନୀଷା, ଅଦରକାରୀ ଜିନିଷରୁ ୧୦୮ ମହାପ୍ରଭୁ !
-
भगवान जगन्नाथ की रथ यात्रा के शुभारंभ के अवसर पर सभी देशवासियों, विशेष रूप से भगवान जगन्नाथ के श्रद्धालुओं को मैं हार्दिक बधाई और शुभकामनाएं देती हूं।
— President of India (@rashtrapatibhvn) June 20, 2023 " class="align-text-top noRightClick twitterSection" data="
मैं महाप्रभु जगन्नाथ से प्रार्थना करती हूं कि भक्ति और समर्पण का यह त्योहार, सभी के जीवन में सुख, शांति और समृद्धि लेकर आए।… pic.twitter.com/qfRIyWastZ
">भगवान जगन्नाथ की रथ यात्रा के शुभारंभ के अवसर पर सभी देशवासियों, विशेष रूप से भगवान जगन्नाथ के श्रद्धालुओं को मैं हार्दिक बधाई और शुभकामनाएं देती हूं।
— President of India (@rashtrapatibhvn) June 20, 2023
मैं महाप्रभु जगन्नाथ से प्रार्थना करती हूं कि भक्ति और समर्पण का यह त्योहार, सभी के जीवन में सुख, शांति और समृद्धि लेकर आए।… pic.twitter.com/qfRIyWastZभगवान जगन्नाथ की रथ यात्रा के शुभारंभ के अवसर पर सभी देशवासियों, विशेष रूप से भगवान जगन्नाथ के श्रद्धालुओं को मैं हार्दिक बधाई और शुभकामनाएं देती हूं।
— President of India (@rashtrapatibhvn) June 20, 2023
मैं महाप्रभु जगन्नाथ से प्रार्थना करती हूं कि भक्ति और समर्पण का यह त्योहार, सभी के जीवन में सुख, शांति और समृद्धि लेकर आए।… pic.twitter.com/qfRIyWastZ
ପବିତ୍ର ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ''ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭକ୍ତି ଓ ସମର୍ପଣର ଏହି ପର୍ବରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସୁସ୍ଥ ଓ ସମୃଦ୍ଧି ଦିଅନ୍ତୁ ଏତିକି କାମନା ।''
-
Rath Yatra greetings to everyone. As we celebrate this sacred occasion, may the divine journey of Lord Jagannath fill our lives with health, happiness and spiritual enrichment. pic.twitter.com/ATvXmW3Yr0
— Narendra Modi (@narendramodi) June 20, 2023 " class="align-text-top noRightClick twitterSection" data="
">Rath Yatra greetings to everyone. As we celebrate this sacred occasion, may the divine journey of Lord Jagannath fill our lives with health, happiness and spiritual enrichment. pic.twitter.com/ATvXmW3Yr0
— Narendra Modi (@narendramodi) June 20, 2023Rath Yatra greetings to everyone. As we celebrate this sacred occasion, may the divine journey of Lord Jagannath fill our lives with health, happiness and spiritual enrichment. pic.twitter.com/ATvXmW3Yr0
— Narendra Modi (@narendramodi) June 20, 2023
ସେହିପରି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, ''ପବିତ୍ର ରଥଯାତ୍ରାର ଶୁଭେଚ୍ଛା । ସମଗ୍ର ବିଶ୍ବରେ ରଥଯାତ୍ରାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଦେଶର ଅଲଗା ଅଲଗା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଧୁମଧାମରେ ପାଳନ ହୋଇଥାଏ । ଓଡିଶା ପୁରୀର ରଥଯାତ୍ରା ଅଦ୍ଭୂତ । ଏହି ରଥଯାତ୍ରା ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ, ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ ଏତିକି କାମନା ।''
-
ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। #ଜୟଜଗନ୍ନାଥ 🙏#RathaJatra2023 #ରଥଯାତ୍ରା୨୦୨୩ pic.twitter.com/OimnwSQVya
— Naveen Patnaik (@Naveen_Odisha) June 20, 2023 " class="align-text-top noRightClick twitterSection" data="
">ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। #ଜୟଜଗନ୍ନାଥ 🙏#RathaJatra2023 #ରଥଯାତ୍ରା୨୦୨୩ pic.twitter.com/OimnwSQVya
— Naveen Patnaik (@Naveen_Odisha) June 20, 2023ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ। #ଜୟଜଗନ୍ନାଥ 🙏#RathaJatra2023 #ରଥଯାତ୍ରା୨୦୨୩ pic.twitter.com/OimnwSQVya
— Naveen Patnaik (@Naveen_Odisha) June 20, 2023
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବନିୟନ୍ତା ବଡ ଠାକୁରଙ୍କ ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି, ''ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଶ୍ରୀଗୁଣ୍ଡିଚା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଓଡ଼ିଶା ତଥା ଓଡିଶାବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରୁଛି ।''
ଏହା ବି ପଢନ୍ତୁ...ବାଲୁକାକଳାରେ ରଥଯାତ୍ରା ଶୁଭେଚ୍ଛା, ଭକ୍ତ ଦାସିଆଙ୍କ ଥିମରେ 250 ନଡ଼ିଆରେ ତିଆରି ହୋଇଛି ଚିତ୍ରକଳା
-
#ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ଵର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
— Governor Odisha (@GovernorOdisha) June 20, 2023 " class="align-text-top noRightClick twitterSection" data="
ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତ୍ମ୍ ଅନୁସରଣର ମାର୍ଗ।
ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ସେ ଶ୍ରୀଜୀଉଙ୍କୁ ପ୍ରାର୍ଥନା କରିଛନ୍ତି। pic.twitter.com/BvT8RqfDBV
">#ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ଵର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
— Governor Odisha (@GovernorOdisha) June 20, 2023
ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତ୍ମ୍ ଅନୁସରଣର ମାର୍ଗ।
ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ସେ ଶ୍ରୀଜୀଉଙ୍କୁ ପ୍ରାର୍ଥନା କରିଛନ୍ତି। pic.twitter.com/BvT8RqfDBV#ରଥଯାତ୍ରା ଅବସରରେ ମାନ୍ୟବର ରାଜ୍ୟପାଳ ବିଶ୍ଵର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
— Governor Odisha (@GovernorOdisha) June 20, 2023
ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତ୍ମ୍ ଅନୁସରଣର ମାର୍ଗ।
ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ସେ ଶ୍ରୀଜୀଉଙ୍କୁ ପ୍ରାର୍ଥନା କରିଛନ୍ତି। pic.twitter.com/BvT8RqfDBV
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ପବିତ୍ର ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି, ''ବିଶ୍ବ ପ୍ରସିଦ୍ଧ ରଥଯାତ୍ରା 2023 ଅବସରରେ ମୁଁ ବିଶ୍ବର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଜନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନ ରହିଛି ମାନବଜାତିର ଉତ୍ତରଣ ଓ ଆଧ୍ୟତ୍ମ ଅନ୍ବେଷଣର ମାର୍ଗ । ସମାଜର ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବର ପ୍ରତିଷ୍ଠାରେ ସହାୟକ ହେଉ ବୋଲି କାମନା କରୁଛି ।''
-
ପବିତ୍ର ରଥ ଯାତ୍ରାର ହାର୍ଦ୍ଦିକ ଶୁଭକାମନା ।
— Dharmendra Pradhan (@dpradhanbjp) June 20, 2023 " class="align-text-top noRightClick twitterSection" data="
पवित्र रथ यात्रा की हार्दिक शुभकामनाएं।
Warm greetings to everyone on the sacred occasion of Rath Yatra. We bow to Mahaprabhu Jagannath and seek his blessings and benevolence. Jai Jagannath🙏#RathaJatra #RathaYatra pic.twitter.com/QFpgFFY7gJ
">ପବିତ୍ର ରଥ ଯାତ୍ରାର ହାର୍ଦ୍ଦିକ ଶୁଭକାମନା ।
— Dharmendra Pradhan (@dpradhanbjp) June 20, 2023
पवित्र रथ यात्रा की हार्दिक शुभकामनाएं।
Warm greetings to everyone on the sacred occasion of Rath Yatra. We bow to Mahaprabhu Jagannath and seek his blessings and benevolence. Jai Jagannath🙏#RathaJatra #RathaYatra pic.twitter.com/QFpgFFY7gJପବିତ୍ର ରଥ ଯାତ୍ରାର ହାର୍ଦ୍ଦିକ ଶୁଭକାମନା ।
— Dharmendra Pradhan (@dpradhanbjp) June 20, 2023
पवित्र रथ यात्रा की हार्दिक शुभकामनाएं।
Warm greetings to everyone on the sacred occasion of Rath Yatra. We bow to Mahaprabhu Jagannath and seek his blessings and benevolence. Jai Jagannath🙏#RathaJatra #RathaYatra pic.twitter.com/QFpgFFY7gJ
ପବିତ୍ର ଘୋଷଯାତ୍ରା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଶୁଭେଚ୍ଛ ଜଣାଇଛନ୍ତି । ଟ୍ବିଟ୍ କରି ସେ ଲେଖିଛନ୍ତି, ''ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ, ସୁଖ ଆଉ ସମୃଦ୍ଧି ଦିଅନ୍ତୁ । ଜୟ ଜଗନ୍ନାଥ ।''
ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ନେଇ ବଡଦାଣ୍ଡରେ ତିନିଠାକୁରଙ୍କ ଅପେକ୍ଷାରେ ରହିଛି ତିନିରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ । କେତେବେଳେ କାଳିଆ ସାଆନ୍ତେ ଝୁଲିଝୁଲି ଆସିବେ ରଥରେ ବିରାଜିବେ । ରଥ ପଥ ପ୍ରସ୍ତୁତ ଅପେକ୍ଷା କେବଳ ସେ ଦିବ୍ୟ ମୁହୂର୍ତ୍ତକୁ । ସକାଳ ସାଢେ 9ଟାରେ ପହଣ୍ଡି ଅପରାହ୍ନ 4ଟାରୁ ରଥରଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଛି ।