ETV Bharat / bharat

Ganesh Chaturthi, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ - ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଗଣେଶ ଚତୁର୍ଥୀ ଶୁଭେଚ୍ଛା

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ

author img

By

Published : Aug 31, 2022, 9:55 AM IST

ନୂଆଦିଲ୍ଲୀ: ଆଜି ଗଣେଶ ଚତୁର୍ଥୀ। ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ଗଜାନନଙ୍କ ପୂଜା । ଏହି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2 ବର୍ଷ ପରେ କୋରୋନା କଟକଣା ମୁକ୍ତରେ ଗଣନାଥଙ୍କ ପୂଜା ହେଉଥିବାରୁ ସବୁଆଡେ ଉତ୍ସବର ମହୋଲ ରହିଛି ।

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ''ଗଣେଶ ଚତୁର୍ଥୀରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ବିଘ୍ନହର୍ତ୍ତା, ମଙ୍ଗଳମୂର୍ତ୍ତୀ ଭଗବାନ ଗଣେଶ ଜ୍ଞାନ, ସିଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ। ଶ୍ରୀଗଣେଶଙ୍କ ଆର୍ଶୀବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ମୋର କାମନା।''

  • गणेश चतुर्थी पर सभी देशवासियों को हार्दिक शुभकामनाएं।
    विघ्नहर्ता और मंगलमूर्ति भगवान गणेश ज्ञान, सिद्धि और सौभाग्य के प्रतीक हैं। मेरी कामना है कि श्री गणेश के आशीर्वाद से सभी के जीवन में सुख,शांति और समृद्धि का संचार हो।

    — President of India (@rashtrapatibhvn) August 31, 2022 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣେଶ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, '' ଭଗବାନ ଶ୍ରୀଗଣେଶ ସସସ୍ତଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରି ଦିଅନ୍ତୁ ଏତିକି କାମନା । ଗଣପତି ବାପା ମୋରିଆ ।''

  • यतो बुद्धिरज्ञाननाशो मुमुक्षोः, यतः सम्पदो भक्तसन्तोषिकाः स्युः।

    यतो विघ्ननाशो यतः कार्यसिद्धिः, सदा तं गणेशं नमामो भजामः।।

    गणेश चतुर्थी की ढेरों शुभकामनाएं। गणपति बाप्पा मोरया!

    Best wishes on Ganesh Chaturthi. May the blessings of Bhagwan Shri Ganesh always remain upon us. pic.twitter.com/crUwqL6VdH

    — Narendra Modi (@narendramodi) August 31, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଗଣେଶ ଚତୁର୍ଥୀ ଶୁଭେଚ୍ଛା ଜଣାଇ କହିଛନ୍ତି, ''ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।''

  • ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସିଦ୍ଧିବିନାୟକ ପ୍ରଭୁ ଶ୍ରୀ ଗଣେଶଙ୍କ ଅପାର କରୁଣାରୁ ପ୍ରତ୍ୟକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ।#GaneshChaturthi#ଗଣେଶଚତୁର୍ଥୀ pic.twitter.com/RbJFUEcUsO

    — Naveen Patnaik (@Naveen_Odisha) August 31, 2022 " class="align-text-top noRightClick twitterSection" data=" ">

ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶୁଭକାମନା ଜଣାଇବା ସହ ବିଘ୍ନ ବିନାଶକ ବିନାୟକଙ୍କ କରୁଣା ସମସ୍ତଙ୍କୁ ପ୍ରାପ୍ତ ହେଉ ବୋଲି କହିଛନ୍ତି ରାଜ୍ୟପାଳ।

  • ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ଶୁଭକାମନା ଜଣାଇବା ସହ ବିଘ୍ନ ବିନାଶକ ବିନାୟକଙ୍କ କରୁଣା ସମସ୍ତଙ୍କୁ ପ୍ରାପ୍ତ ହେଉ ବୋଲି କାମନା କରିଛନ୍ତି। #GaneshChathurthi #ଗଣେଶପୂଜା #GanpatiBappaMorya pic.twitter.com/4V0EtLBKJi

    — Governor Odisha (@GovernorOdisha) August 31, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ..Ganesh Chaturthi: ଆସିଛନ୍ତି ଅଗ୍ରପୂଜ୍ୟ, ଜାଣନ୍ତୁ ଗଣେଶ ପୂଜାର ଇତିହାସ

  • ॐ गं गणपतये नमः।

    गणेश चतुर्थी के पावन अवसर पर समस्त देशवासियों को हार्दिक शुभकामनाएं।शुभकर्ता, रिद्धि-सिद्धि के दाता, भगवान श्री गणेश आप सभी को सुख, शांति, समृद्धि व आरोग्य का आशीष प्रदान करें।

    गणपति बप्पा मोरया। pic.twitter.com/UYeESs2tut

    — Dharmendra Pradhan (@dpradhanbjp) August 31, 2022 " class="align-text-top noRightClick twitterSection" data=" ">

କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ରୁଦ୍ଧି ସିଦ୍ଧି ଦାତା ଭଗବାନ ଗଣେଶ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଆଶିଷ ଓ ଆରୋଗ୍ୟ ଆଣନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଅଗ୍ରପୂଜ୍ୟ । ବିଘ୍ନ ବିନାଶକଙ୍କ ଜନ୍ମତିଥି ଭାବରେ ପାଳନ କରାଯାଉଛି ଗଣେଶ ପୂଜା । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଛି । ବିଭିନ୍ନ ପୂଜାମଣ୍ଡପ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ଆୟୋଜିତ ହୋଇଛି । ଗାଁଠୁ ସହର ସହର ସବୁଠି ପୂଜା ପଣ୍ଡାଲ୍‌ରେ ବିରାଜମାନ ହୋଇଛନ୍ତି ଲମ୍ବୋଦର।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.