", "primaryImageOfPage": { "@id": "https://etvbharatimages.akamaized.net/etvbharat/prod-images/768-512-14758766-thumbnail-3x2-jhghj.JPG" }, "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-14758766-thumbnail-3x2-jhghj.JPG" } } }
", "articleSection": "bharat", "articleBody": "ଉତ୍ତର କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ରଣନୀତିକ ଭାଗିଦାରୀ ନେଇ ଆଲୋଚନା କଲେ ଉଭୟ ନେତା । ଟ୍ବିଟ କରି ସୂଚନା ଦେଲା ମୋଦି । ଅଧିକ ପଢନ୍ତୁନୂଆଦିଲ୍ଲୀ: ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲଙ୍କ ସହ କଥା ହଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଭାରତ-କୋରିଆର ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ପାଇଁ ଉଭୟ ନେତା ଆଲୋଚନାରେ ଗୁରୁତ୍ବ ଦେଇଛନ୍ତି । କଥାବାର୍ତ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ବିଟ କରି ସୂଚନା ଦେବା ସହ ଖୁୁସି ପ୍ରକାଶ କରିଛନ୍ତି । It was a pleasure to speak with President-elect @sukyeol__yoon. Conveyed my congratulations on his recent victory in the Presidential elections in Republic of Korea. We discussed the potential of further deepening the India-Korea Special Strategic Partnership in many areas.— Narendra Modi (@narendramodi) March 17, 2022 conservative opposition People Power Party ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ୟୋନ୍ ସୁକ୍-ୟୋଲ । ଶାସକ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗଙ୍କୁ ସେ ପରାଜିତ କରି ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପରେ ତାଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଚଳିତମାସ (ମାର୍ଚ୍ଚ) 9 ତାରିଖରେ ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ 77.1 ପ୍ରତିଶତ ଭୋଟିଂ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ସ୍ପୁଟନିକ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆର ମୋଟ 44 ମିଲିୟନରୁ ଭୋଟରଙ୍କ ମଧ୍ୟରୁ 34 ମିଲିୟନ ଭୋଟର ମତାଧୀକାର ସାବ୍ୟସ୍ତ କରିଥିଲେ । ୟୋନ୍ 48.56 ପ୍ରତିଶତ ଭୋଟ୍ ହାସଲ କରି ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦୀ ତଥା ଶାସକ ଦଳ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗ 47.83 ପ୍ରତିଶତ ପାଇଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/bharat/pm-narendra-modi-spoke-with-president-elect-of-south-korea/or20220317174802130", "inLanguage": "or", "datePublished": "2022-03-17T17:48:06+05:30", "dateModified": "2022-03-17T17:48:06+05:30", "dateCreated": "2022-03-17T17:48:06+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-14758766-thumbnail-3x2-jhghj.JPG", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/bharat/pm-narendra-modi-spoke-with-president-elect-of-south-korea/or20220317174802130", "name": "ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥାହେଲେ ମୋଦି", "image": "https://etvbharatimages.akamaized.net/etvbharat/prod-images/768-512-14758766-thumbnail-3x2-jhghj.JPG" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-14758766-thumbnail-3x2-jhghj.JPG", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / bharat

ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥାହେଲେ ମୋଦି - BLANK

ଉତ୍ତର କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ରଣନୀତିକ ଭାଗିଦାରୀ ନେଇ ଆଲୋଚନା କଲେ ଉଭୟ ନେତା । ଟ୍ବିଟ କରି ସୂଚନା ଦେଲା ମୋଦି । ଅଧିକ ପଢନ୍ତୁ

ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପିଏମ ମୋଦି
ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପିଏମ ମୋଦି
author img

By

Published : Mar 17, 2022, 5:48 PM IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତି ୟୋନ୍ ସୁକ୍-ୟୋଲଙ୍କ ସହ କଥା ହଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଭାରତ-କୋରିଆର ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ କରିବା ପାଇଁ ଉଭୟ ନେତା ଆଲୋଚନାରେ ଗୁରୁତ୍ବ ଦେଇଛନ୍ତି । କଥାବାର୍ତ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ବିଟ କରି ସୂଚନା ଦେବା ସହ ଖୁୁସି ପ୍ରକାଶ କରିଛନ୍ତି ।

  • It was a pleasure to speak with President-elect @sukyeol__yoon. Conveyed my congratulations on his recent victory in the Presidential elections in Republic of Korea. We discussed the potential of further deepening the India-Korea Special Strategic Partnership in many areas.

    — Narendra Modi (@narendramodi) March 17, 2022 " class="align-text-top noRightClick twitterSection" data=" ">

conservative opposition People Power Party ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ୟୋନ୍ ସୁକ୍-ୟୋଲ । ଶାସକ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗଙ୍କୁ ସେ ପରାଜିତ କରି ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ପରେ ତାଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଚଳିତମାସ (ମାର୍ଚ୍ଚ) 9 ତାରିଖରେ ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ 77.1 ପ୍ରତିଶତ ଭୋଟିଂ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ସ୍ପୁଟନିକ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆର ମୋଟ 44 ମିଲିୟନରୁ ଭୋଟରଙ୍କ ମଧ୍ୟରୁ 34 ମିଲିୟନ ଭୋଟର ମତାଧୀକାର ସାବ୍ୟସ୍ତ କରିଥିଲେ । ୟୋନ୍ 48.56 ପ୍ରତିଶତ ଭୋଟ୍ ହାସଲ କରି ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦୀ ତଥା ଶାସକ ଦଳ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗ 47.83 ପ୍ରତିଶତ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

BLANK
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.