ETV Bharat / bharat

ବିଶ୍ବର ପ୍ରଥମ ନେତା: ୧ କୋଟି ଅତିକ୍ରମ କଲା ମୋଦିଙ୍କ ୟୁଟ୍ୟୁବ ସବସ୍କ୍ରିପସନ୍

author img

By

Published : Feb 1, 2022, 4:47 PM IST

୧କୋଟି ଅତିକ୍ରମ କଲା ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରିପସନ୍ । ଯାହା ବିଶ୍ବର ବଡବଡ ନେତାଙ୍କ ମଧ୍ୟରେ ସର୍ବାଧିକ ରହିଛି । ଅଧିକ ପଢନ୍ତୁ

ବିଶ୍ବ ନେତାଙ୍କ ମଧ୍ୟରେ ଟପରେ ମୋଦି, ୧କୋଟି ଅତିକ୍ରମ କଲା ୟୁଟ୍ୟୁବ ସବସ୍କ୍ରିପସନ୍

ନୂଆଦିଲ୍ଲୀ: ପୁଣି ଟପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧ କୋଟି ଅତିକ୍ରମ କଲା ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରିପସନ୍ । ଯାହା ବିଶ୍ବର ବଡବଡ ନେତାଙ୍କ ମଧ୍ୟରେ ସର୍ବାଧିକ ରହିଛି । ସେହିପରି ବିଶ୍ବସ୍ତରୀୟ ତାଲିକାରେ 36 ଲକ୍ଷ ସବସ୍କ୍ରାଇବର ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ । ତୃତୀୟ ସ୍ଥାନରେ 30.7 ଲକ୍ଷ ସବସ୍କ୍ରାଇବର ସହିତ ମେକ୍ସିକୋର ରାଷ୍ଟ୍ରପତି ରହିଛନ୍ତି । ଇଣ୍ଡେନେସିଆ ରାଷ୍ଟ୍ରପତିଙ୍କ ୨୮.୮ଲକ୍ଷ ସବସ୍କ୍ରାଇବର ରହିଛି ।

ସେହିପରି ଅନେକ ନେତାଙ୍କ ମଧ୍ୟ ସବସ୍କ୍ରିପ୍ରିସନ ସଂଖ୍ୟା ହ୍ରାସ ପାଇଛି । ଆମେରିକା ରାଷ୍ଟ୍ରପତି ଜୋବାଇଡେନଙ୍କ ସବସ୍କ୍ରାଇବର ୭.୩ଲକ୍ଷ ଓ ହ୍ବାଇଟ ହାଉସର ୧୯ଲକ୍ଷ ସବସ୍କ୍ରାଇବର ରହିଛି । ତେବେ ଜାତୀୟ ନେତାଙ୍କ ତୁଳନାରେ ପିଏମ ମୋଦିଙ୍କ ୟୁଟ୍ୟୁବ୍ ସବସ୍କ୍ରିପ୍ରିସନ ସଂଖ୍ୟା ସବୁଠାରୁ ଅଧିକ ରହିଛି ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 5.25 ଲକ୍ଷ ସବସ୍କ୍ରାଇବର ଅଛନ୍ତି, ଶଶି ଥରୁରଙ୍କର 4.39 ଲକ୍ଷ ସବସ୍କ୍ରାଇବର , AIMIMର ମୁଖ୍ୟଙ୍କର ୩.୭୩ ଲକ୍ଷ ସବସ୍କ୍ରାଇବର ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.