ETV Bharat / bharat

ଏପ୍ରିଲ 7ରେ ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ - ମୋଦିଙ୍କ ବାର୍ଷିକ କାର୍ଯ୍ୟକ୍ରମ

ମୋଦିଙ୍କ ବାର୍ଷିକ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା' ଆସନ୍ତା ଏପ୍ରିଲ 7 ତାରିଖରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଏପ୍ରିଲ 7ରେ ହେବ ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ

author img

By

Published : Apr 5, 2021, 10:56 AM IST

ନୂଆଦିଲ୍ଲୀ: ଆସନ୍ତା ବୁଧବାର ବା ଏପ୍ରିଲ 7 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବାର୍ଷିକ କାର୍ଯ୍ୟକ୍ରମରେ ସେ ଦେଶର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥାନ୍ତି । ତେବେ ଏ ସମ୍ପର୍କରେ ମୋଦି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ନୂତନ ପ୍ରଶ୍ନ, ନୂତନ ଶୈଳୀ ସମ୍ପର୍କରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହିତ ଆଲୋଚନା କରାଯିବ । ଏପ୍ରିଲ 7 ତାରିଖ ଦିନ ସନ୍ଧ୍ୟା 7ଟା ସମୟରେ ଏହି କାର୍ଯ୍ୟକ୍ରମକୁ ପ୍ରସାରଣ କରାଯିବ ବୋଲି ମୋଦି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

  • A new format, several interesting questions on a wide range of subjects and a memorable discussion with our brave #ExamWarriors, parents and teachers.

    Watch ‘Pariksha Pe Charcha’ at 7 PM on 7th April...#PPC2021 pic.twitter.com/5CzngCQWwD

    — Narendra Modi (@narendramodi) April 5, 2021 " class="align-text-top noRightClick twitterSection" data=" ">

କୋରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବାର୍ଷିକ କାର୍ଯ୍ୟକ୍ରମକୁ ଅନଲାଇନ ମାଧ୍ୟମରେ କରାଯିବ ବୋଲି ଫେବୃଆରୀ ମାସରେ ଘୋଷଣା କରାଯାଇଥିଲା । ମୋଦିଙ୍କ ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ 'ପରୀକ୍ଷା ପେ ଚର୍ଚ୍ଚା 1.0' 2018 ମସିହାରେ ଫେବୃଆରୀ 16 ତାରିଖରେ ନୂଆଦିଲ୍ଲୀର ଟାଲକାଟୋରା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.