ETV Bharat / bharat

ବାଇଡେନଙ୍କୁ ପଛରେ ପକାଇ ବିଶ୍ବର ନମ୍ବର 1 ନେତା ହେଲେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଏବେ ବି ବିଶ୍ବର ନମ୍ବର 1 ନେତା ଭାବରେ ନିଜ ସ୍ଥାନ ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବାଇଡେନଙ୍କୁ ପଛରେ ପକାଇ ବିଶ୍ବର ନମ୍ବର 1 ନେତା ହେଲେ ମୋଦି

author img

By

Published : Jun 18, 2021, 5:21 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ନେତୃତ୍ବରେ ମହାମାରୀ ବିରୋଧରେ ଯୁଦ୍ଧ ଲଢୁଛି ଭାରତ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ସାମ୍ନାକୁ ଆସିଛି ବଡ ଖବର ।

  • Global Leader Approval: Among All Adults https://t.co/dQsNxouZWb

    Modi: 66%
    Draghi: 65%
    López Obrador: 63%
    Morrison: 54%
    Merkel: 53%
    Biden: 53%
    Trudeau: 48%
    Johnson: 44%
    Moon: 37%
    Sánchez: 36%
    Bolsonaro: 35%
    Macron: 35%
    Suga: 29%

    *Updated 6/17/21 pic.twitter.com/FvCSODtIxa

    — Morning Consult (@MorningConsult) June 17, 2021 " class="align-text-top noRightClick twitterSection" data=" ">

ଆମେରିକା ଡାଟା ଇଣ୍ଟେଲିଜେଣ୍ଟ ଫର୍ମ ମନିଟରିଙ୍ଗ କଣ୍ଟ୍ରୋଲ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଏବେ ବି ବିଶ୍ବର ନମ୍ବର 1 ନେତା ଭାବରେ ନିଜ ସ୍ଥାନ ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଠୁ ବଡ କଥା ହେଉଛି ଯେ ଏହି ଲିଷ୍ଟରେ ଟପ 5ରେ ବି ନାହାଁନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ସର୍ଭେ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଙ୍ଗ 66 ପ୍ରତିଶତ ରହିଛି । ସର୍ଭେରେ ଆମେରିକା, ବ୍ରିଟେନ, ଋଷ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ଫ୍ରାନ୍ସ ଓ ଜର୍ମାନୀ ସମେତ 13 ଦେଶର ଅନ୍ୟ ନେତାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି ।

ପିଏମ ମୋଦିଙ୍କ ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟୋ ଡ୍ରୋଗୀଙ୍କ ନମ୍ବର ଆସୁଛି । ତାଙ୍କ ଆପ୍ରୁଭାଲ ରେଟିଙ୍ଗ 65 ପ୍ରତିଶତ ରହିଛି । ସେହିପରି ତୃତୀୟ ନମ୍ବରରେ 63 ପ୍ରତିଶତ ସହିତ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରେଡୋର ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.