ETV Bharat / bharat

୭୧ ବର୍ଷରେ ପଦାର୍ପଣ କଲେ ରାଜନାଥ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି

author img

By

Published : Jul 10, 2022, 12:28 PM IST

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

୭୧ ବର୍ଷରେ ପଦାର୍ପଣ କଲେ ରାଜନାଥ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି
୭୧ ବର୍ଷରେ ପଦାର୍ପଣ କଲେ ରାଜନାଥ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ । ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାଜନାଥ । ୧୯୫୧ ମସିହା ଜୁଲାଇ ୧୦ରେ ସେ ଉତ୍ତରପ୍ରଦେଶର ଚାନ୍ଦୁଲି ଜିଲ୍ଲାର ଭବହୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜନେତା ରାଜନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

  • Birthday wishes to my valued Cabinet colleague Shri @rajnathsingh Ji. He is making outstanding efforts to make India strong and self-reliant in the defence sector. His passion towards community service, agriculture and village development is well known. Praying for his long life.

    — Narendra Modi (@narendramodi) July 10, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରାଜନାଥଙ୍କ ଦୀର୍ଘାୟୁ କାମନା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଦୃଢ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ରାଜନାଥ ଉଲ୍ଲେଖନୀୟ ଉଦ୍ୟମ କରୁଛନ୍ତି । ସମାଜ ସେବା, କୃଷି ଏବଂ ଗ୍ରାମ ବିକାଶ ପ୍ରତି ତାଙ୍କର ଆଗ୍ରହ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ମୋଦି ।

  • केन्द्रीय रक्षा मंत्री व वरिष्ठ भाजपा नेता @rajnathsingh जी को जन्मदिन की शुभकामनाएं।

    मोदी जी के नेतृत्व में राजनाथ जी तीनों सेनाओं का आधुनिकीकरण कर उन्हें और सशक्त बना रहे हैं। पार्टी को मजबूत बनाने में भी उनकी अहम भूमिका रही है। उनके स्वस्थ व दीर्घायु जीवन की कामना करता हूँ।

    — Amit Shah (@AmitShah) July 10, 2022 " class="align-text-top noRightClick twitterSection" data=" ">

ସେହିପରି ଅମିତ ଶାହ ଟ୍ବିଟ କରି ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ରାଜନାଥ ସିଂ ତିନି ସେନାର ଆଧୁନିକରଣ କରିଛନ୍ତି, ଯାହା ଦେଶକୁ ଆହୁରି ଶସକ୍ତ କରିବ । ଦଳକୁ ମଜବୁତ କରିବାରେ ରାଜନାଥଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ଶାହ ।

  • वरिष्ठ नेता एवं भारत के रक्षा मंत्री श्री @rajnathsingh जी को जन्मदिन की अनंत शुभकामनाएँ। देश के प्रति आपकी निष्ठा एवं जनसेवा हेतु आपका समर्पण प्रेरणिये है। आपके उत्तम स्वास्थ्य एवं सुदीर्घ जीवन के लिए प्रार्थना करता हूँ।

    — Dr. S. Jaishankar (@DrSJaishankar) July 10, 2022 " class="align-text-top noRightClick twitterSection" data=" ">

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ ଭାରତର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂହଙ୍କୁ ଜନ୍ମଦିନର ଶୁଭେଚ୍ଛା, ଦେଶ ପ୍ରତି ତୁମର ସେବା ଓ ତୁମର ଉତ୍ସର୍ଗ ଏକ ପ୍ରେରଣା । ମୁଁ ତୁମର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.