ନୂଆଦିଲ୍ଲୀ: ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀ ପୁରୁଷୋତ୍ତମଙ୍କ ଜନ୍ମୋତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁଙ୍କ କୃପା ଦେଶବାସୀଙ୍କ ଉପରେ ରହିଥାଉ ବୋଲି କାମନା କରି ଶ୍ରୀ ପ୍ରଭୁ ରାମଚନ୍ଦ୍ର ସମସ୍ତଙ୍କୁ କୋଭିଡ ମର୍ଯ୍ୟାଦା(ନିୟମ)କୁ ପାଳନ କରିବାକୁ ସନ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ମୋଦି ।
-
आज रामनवमी है और मर्यादा पुरुषोत्तम श्रीराम का हम सभी को यही संदेश है कि मर्यादाओं का पालन करें।
— Narendra Modi (@narendramodi) April 21, 2021 " class="align-text-top noRightClick twitterSection" data="
कोरोना के इस संकट काल में, कोरोना से बचने के जो भी उपाय हैं, कृपया करके उनका पालन कीजिए।
'दवाई भी, कड़ाई भी' के मंत्र को याद रखिए।
">आज रामनवमी है और मर्यादा पुरुषोत्तम श्रीराम का हम सभी को यही संदेश है कि मर्यादाओं का पालन करें।
— Narendra Modi (@narendramodi) April 21, 2021
कोरोना के इस संकट काल में, कोरोना से बचने के जो भी उपाय हैं, कृपया करके उनका पालन कीजिए।
'दवाई भी, कड़ाई भी' के मंत्र को याद रखिए।आज रामनवमी है और मर्यादा पुरुषोत्तम श्रीराम का हम सभी को यही संदेश है कि मर्यादाओं का पालन करें।
— Narendra Modi (@narendramodi) April 21, 2021
कोरोना के इस संकट काल में, कोरोना से बचने के जो भी उपाय हैं, कृपया करके उनका पालन कीजिए।
'दवाई भी, कड़ाई भी' के मंत्र को याद रखिए।
ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, କୋରୋନା ସଂକ୍ରମଣକୁ ହରେଇବାକୁ ହେଲେ ଦୟାକରି ସମସ୍ତଙ୍କୁ କଟକଣା ପାଳନ କରିବାକୁ ହେବ । ଆଉ ମନେ ରଖିବା ଉଚିତ ଦବାଇ ଓ କଢାଇ ବି ଜରୁରୀ ।
ସୂଚନାଯୋଗ୍ୟ, କୋରୋନା ସଂକ୍ରମଣକୁ ବଢୁଥିବାରୁ କେବଳ ପରମ୍ପରା ଅନୁସାରେ, ପୂଜାପାଠ ସହ ଧାର୍ମିକ ନୀତିକାନ୍ତି କରାଯାଉଛି ।ଅଯୋଧ୍ୟାରେ ମଧ୍ୟ କଟକଣାରେ ପାଳନ ହେଉଛି ନବମୀ । କୋଭିଡ ନେଗେଟିଭ ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ଅନୁମତି ଦିଆଯାଇଛି ।