ETV Bharat / bharat

95 ବର୍ଷରେ ପାଦ ଦେଲେ ଆଡଭାନୀ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Nov 8, 2022, 12:33 PM IST

95 ବର୍ଷରେ ପଦାର୍ପଣ କରିଛନ୍ତି ଲାଲକୃଷ୍ଣ ଆଡଭାନୀ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

95 ବର୍ଷରେ ଲାଲକୃଷ୍ଣ ଆଡବାନୀ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କର ଆଜି ଜନ୍ମଦିନ । 95 ବର୍ଷରେ ପଦାର୍ପଣ କରିଛନ୍ତି ଲାଲକୃଷ୍ଣ ଆଡଭାନୀ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଲାଲକୃଷ୍ଣ ଆଡଭାନୀଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

  • Went to Advani Ji’s residence and wished him on his birthday. His contribution to India’s growth is monumental. He is respected all across India for his vision and intellect. His role in building and strengthening the BJP is unparalleled. I pray for his long and healthy life. pic.twitter.com/Pdxy5Hko8d

    — Narendra Modi (@narendramodi) November 8, 2022 " class="align-text-top noRightClick twitterSection" data=" ">

ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇବା ସହା ତାଙ୍କ ଦୀର୍ଘୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ଟ୍ବିଟ କରି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଭାରତର ଅଭିବୃଦ୍ଧିରେ ତାଙ୍କର ଅବଦାନ ସ୍ମରଣୀୟ ଅଟେ । ତାଙ୍କର ଦୂରଦୃଷ୍ଟି ଏବଂ ବୁଦ୍ଧି ପାଇଁ ତାଙ୍କୁ ସମଗ୍ର ଭାରତରେ ସମ୍ମାନ କରାଯାଏ । ବିଜେପି ଗଠନ ତଥା ମଜବୁତ କରିବାରେ ତାଙ୍କର ଭୂମିକା ଅତୁଳନୀୟ । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି । ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ଲାଲକୃଷ୍ଣ ଆଡଭାନୀଙ୍କ ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ ବୋଲି କହିଛନ୍ତି ମୋଦି ।''

ଏହା ବି ପଢନ୍ତୁ...Himachal Assembly Poll: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ପଦ୍ମ ଶିବିରରେ 26 ନେତା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.