ETV Bharat / bharat

G7 ସମ୍ମିଳନୀରେ ଯୋଗ ଦେବାପରେ ଦୁବାଇ ଗସ୍ତ କଲେ PM ମୋଦି - ଦୁବାଇ ଗସ୍ତ କଲେ PM ମୋଦି

ଜର୍ମାନୀରେ G7 ସମ୍ମିଳନୀରେ ଯୋଗ ଦେବାପରେ ମଙ୍ଗଳବାର ଦୁବାଇ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

G7 ସମ୍ମିଳନୀରେ ଯୋଗ ଦେବାପରେ ଦୁବାଇ ଗସ୍ତ କଲେ PM ମୋଦି

author img

By

Published : Jun 28, 2022, 4:36 PM IST

ହାଇଦ୍ରାବାଦ: ଜର୍ମାନୀରେ G7 ସମ୍ମିଳନୀରେ ଯୋଗ ଦେବାପରେ ମଙ୍ଗଳବାର ଦୁବାଇ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜର୍ମାନୀରେ G7 ସମ୍ମିଳନୀରେ ଯୋଗଦେବା ସହ ଏକ ସଦଭାବନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦୁଇଦିନିଆ ଜର୍ମାନୀ ଗସ୍ତ ଶେଷ କରିବା ପରେ ସେ ଦୁବାଇ ଗସ୍ତ କରିଛନ୍ତି ।

  • #WATCH | Prime Minister Narendra Modi departs for UAE after attending the G7 Summit in Germany

    PM Modi will pay his condolences on the passing away of Sheikh Khalifa bin Zayed Al Nahyan, former UAE President & Abu Dhabi Ruler.

    (Source: DD) pic.twitter.com/kn2HewB7Dy

    — ANI (@ANI) June 28, 2022 " class="align-text-top noRightClick twitterSection" data=" ">

ଦୁବାଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବି ଶାସକ ଶେଖ୍‌ ବିନ୍‌ ଜାୟଦ ଆଲ୍‌ ନାୟନ୍‌ଙ୍କ ଶୋକସଭାରେ ଯୋଗ ଦେବେ ମୋଦି । 2004 ନଭେମ୍ବର ୩ ତାରିଖରୁ ୨୦୨୨ ମେ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦାୟିତ୍ବରେ ଥିଲେ ଗତ ମେ ୧୩ ତାରିଖରେ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାପୂର୍ବରୁ ଗତ ସୋମବାର G7 ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ସେ ଭାରତରେ ସବୁଜୀକରଣ, ଶକ୍ତି, ଜୀବନଶୈଳୀ, ବିଶ୍ବର ସୁସ୍ଥ ସ୍ବାସ୍ଥ୍ୟକୁ ନେଇ ସମ୍ୟକ ଆଲୋଚନା କରିଥିଲେ । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.