ETV Bharat / bharat

ଶପଥ ନେଲେ ମାଣିକ ସାହା: ପ୍ରଧାନମନ୍ତ୍ରୀଙ୍କ ସମେତ ନବୀନ ଜଣାଇଲେ ଶୁଭେଚ୍ଛା

ତ୍ରିପୁରାରେ ମାଣିକ ସାହାଙ୍କ ଶାସନ ଆରମ୍ଭ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ । ଆଜି ପୂର୍ବାହ୍ନରେ ମାଣିକ ନେଇଥିଲେ ଶପଥ । ଅଧିକ ପଢନ୍ତୁ

author img

By

Published : May 15, 2022, 7:33 PM IST

ଶପଥ ନେଲେ ମାଣିକ ସାହା, ବିଭିନ୍ନ ଆଡୁ ଶୁଭେଚ୍ଛା
ଶପଥ ନେଲେ ମାଣିକ ସାହା, ବିଭିନ୍ନ ଶପଥ ନେଲେ ମାଣିକ ସାହା, ବିଭିନ୍ନ ଆଡୁ ଶୁଭେଚ୍ଛାଆଡୁ ଶୁଭେଚ୍ଛା

ଅଗରତାଲା: ତ୍ରିପୁରାର ନୂଆ ତଥା 11ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି (ରବିବାର) ମାଣିକ ସାହା ଶପଥ ନେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ସାହାଙ୍କ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ତ୍ରିପୁରା ରାଜଭବନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ସାହାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପାଇଁ ଶୁଭେଚ୍ଛା ଓ ମାଣିକଙ୍କ କାର୍ଯ୍ୟକାଳରେ 2018ରୁ ତ୍ରିପୁରାରେ ଆରମ୍ଭ ହୋଇଥିବା ବିକାଶର ଯାତ୍ରା ଆହୁରି ସଫଳ ହେବା ନେଇ ଶୁଭେଚ୍ଛା ଟ୍ବିଟରେ ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରି ମାଣିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ମାଣିକଙ୍କ କୁଶଳ ନେତୃତ୍ବରେ ତ୍ରିପୁରା ଆଗକୁ ବଢିବା ସହ ଉନ୍ନତିର ନୂଆ ସ୍ତରକୁ ଛୁଇଁବ ବୋଲି ଶାହ କହିଛନ୍ତି ।

  • Congratulations to Shri @DrManikSaha2 on taking oath as Tripura’s CM. Best wishes to him for a fruitful tenure. I am confident he will add vigour to the development journey of Tripura which began in 2018.

    — Narendra Modi (@narendramodi) May 15, 2022 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ମାଣିକଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ତାଙ୍କ ନେତୃତ୍ବରେ ତ୍ରିପୁରାର ବିକାଶ ହେବା ନେଇ ଆଶା ପ୍ରକାଶ କରିଛନ୍ତି । ଆଜି ମାଣିକ ସାହା ରାଜ୍ୟର 11ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଦଳ ତାଙ୍କ ଉପରେ ଆଶା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଥିଲ ମାଣିକ ।

  • Congratulate @DrManikSaha2 Ji on being sworn in as the Chief Minister of #Tripura. Wish the state reach new heights of development under your leadership. Best wishes.

    — Naveen Patnaik (@Naveen_Odisha) May 15, 2022 " class="align-text-top noRightClick twitterSection" data=" ">
  • Congratulations to @DrManikSaha2 Ji, on being sworn-in as the Chief Minister of Tripura.

    I am confident that the state of Tripura under his leadership and the guidance of PM @Narendramodi Ji will continue to scale new heights of progress. Best wishes for his tenure.

    — Amit Shah (@AmitShah) May 15, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.