ETV Bharat / bharat

ଜନ୍ମଦିନ ପାଳିବାକୁ ଆଡ଼ଭାନୀଙ୍କ ବାସଭବନରେ ମୋଦି, ହାତଧରି କେକ କଟାଇଲେ ଉପରାଷ୍ଟ୍ରପତି

author img

By

Published : Nov 8, 2021, 1:47 PM IST

ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀଙ୍କ ଆଜି ଜନ୍ମଦିନ । ୯୪ ବର୍ଷରେ ପାଦ ରଖିଛନ୍ତି ଆଡଭାନୀ । ଅଧିକ ପଢନ୍ତୁ...

୯୪ ବର୍ଷରେ ଆଡ଼ଭାନୀ, ଛୁଟୁଛି ଶୁଭେଚ୍ଛା ସୁଅ
୯୪ ବର୍ଷରେ ଆଡ଼ଭାନୀ, ଛୁଟୁଛି ଶୁଭେଚ୍ଛା ସୁଅ

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀଙ୍କର ଆଜି ଜନ୍ମଦିନ । ୯୪ ବର୍ଷରେ ପାଦ ରଖିଛନ୍ତି ଆଡଭାନୀ । ମୋଦି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କ ଘରକୁ ଯାଇ ବିଜେପି ବରିଷ୍ଠ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କେକ୍‌ କାଟି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ତାଙ୍କର ଅନେକ ଅବଦାନ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୯୪ ବର୍ଷରେ ଆଡ଼ଭାନୀ
୯୪ ବର୍ଷରେ ଆଡ଼ଭାନୀ

ସେ ଆହୁରି କହିଛନ୍ତି ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ତାଙ୍କ ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ ବୋଲି କହିଛନ୍ତି ମୋଦି ।

  • Birthday greetings to respected Advani Ji. Praying for his long and healthy life. The nation remains indebted to him for his numerous efforts towards empowering people and enhancing our cultural pride. He is also widely respected for his scholarly pursuits and rich intellect.

    — Narendra Modi (@narendramodi) November 8, 2021 " class="align-text-top noRightClick twitterSection" data=" ">

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ ପ୍ରେରଣା ଏବଂ ମାର୍ଗଦର୍ଶକ ଭାବରେ ପ୍ରଶଂସା କରିବା ସହ ତାଙ୍କୁ ସମ୍ମାନିତ ନେତାଙ୍କ ମଧ୍ୟରେ ଗଣାଯାଏ ଯାହାର ଛାତ୍ରବୃତ୍ତି, ଦୂରଦୃଷ୍ଟି ଏବଂ ବୁଦ୍ଧି ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଦେଶର ବିକାଶରେ ଆଡଭାନୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିବା ସହିତ ଦଳୀୟ କର୍ମୀଙ୍କ ପାଇଁ ସେ ପ୍ରେରଣା ବୋଲି କହିଛନ୍ତି ବିଜେପି ଅଧକ୍ଷ ଜେପି ନଡ୍ଡା ।

  • हम सबके प्रेरणास्रोत एवं मार्गदर्शक, श्रद्धेय लालकृष्ण आडवाणी जी को उनके जन्मदिवस की हार्दिक शुभकामनाएँ। वे भारत के उन सबसे सम्मानित नेताओं में गिने जाते हैं, जिनकी विद्वता, दूरदर्शिता, बौद्धिक क्षमता और राजनय का लोहा सभी मानते हैं। ईश्वर उन्हें स्वस्थ रखे एवं दीर्घायु करे।

    — Rajnath Singh (@rajnathsingh) November 8, 2021 " class="align-text-top noRightClick twitterSection" data=" ">

ପ୍ରମୁଖ ଜାତୀୟ ରାଜନୈତିକ ଦଳ ଭାବରେ ବିଜେପିର ଉତ୍ଥାନର ମୂଖ୍ୟ ସ୍ଥାପତି 80 ଦଶକର ଶେଷ ଭାଗରେ ରାମ ଜନ୍ମଭୂମି ଆନ୍ଦୋଳନ ସହିତ ଜଡିତ ଥିଲେ ଆଡଭାନୀ ଦଳ ତଥା ଏହାର ଅଗ୍ରଗାମୀ ଜନ ସଂଙ୍ଘଙ୍କ ସହିତ ଦଶନ୍ଧି ଧରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଚପେୟୀଙ୍କ ସହିତ ନେତୃତ୍ବ ନେଇଥିଲେ ସେ। ଅବିଭାଜିତ ଭାରତ କରାଚିରେ ଜନ୍ମଗ୍ରହଣ କରିଥିଲେ ଆଡଭାନୀ । ସେ ପ୍ରଥମେ ଆରଏସଏସରେ ଯୋଗ ଦେଇଥିଲେ । ଏହା ପରେ ଜନ ସଙ୍ଘ ପ୍ରତିଷ୍ଠା ହେବା ପରେ ସେ ଯୋଗ ଦେଇଥିଲେ ।

  • भाजपा को जन-जन तक पहुंचाने और देश के विकास में अहम भूमिका निभाने वाले आदरणीय श्री लालकृष्ण आडवाणी जी को जन्मदिन की बहुत-बहुत बधाई।आडवाणी जी पार्टी के करोड़ों कार्यकर्ताओं के प्रेरणास्रोत हैं। मैं ईश्वर से आपकी दीर्घ आयु और स्वस्थ जीवन की प्रार्थना करता हूं। pic.twitter.com/9Di7saimVl

    — Jagat Prakash Nadda (@JPNadda) November 8, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.