ETV Bharat / bharat

ଜ୍ୟୋତିବା ଫୁଲେଙ୍କୁ 194ତମ ଜନ୍ମବାର୍ଷିକୀରେ ମନେପକାଇଲେ ପ୍ରଧାନମନ୍ତ୍ରୀ - Jyotirao Phule

ଆଜି ମହାନ ସମାଜସେବୀ,ବିଚାରକ, ଦାର୍ଶିନିକ ଓ ସାମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କର 194ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
author img

By

Published : Apr 11, 2021, 1:02 PM IST

ନୂଆଦିଲ୍ଲୀ: ଆଜି ମହାନ ସମାଜସେବୀ,ବିଚାରକ, ଦାର୍ଶନିକ ଓ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କର 194ତମ ଜନ୍ମ ବାର୍ଷିକୀ । ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଫୁଲେଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଫୁଲେ ଜଣେ ଦାର୍ଶନିକ,ଲେଖକ ଓ ସମାଜ ସଂସ୍କାରଣ । ଜୀବନ ସାରା ସେ ଶିକ୍ଷା ଓ ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ଥିଲେ । ସମାଜ ସଂସ୍କାର ପ୍ରତି ତାଙ୍କର ନିଷ୍ଠା ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୁଁ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି । ସମାଜ ପ୍ରତି ତାଙ୍କ ଅବଦାନ ଦେଶବାସୀଙ୍କୁ ସବୁବେଳ ମନେ ରହିବ ବୋଲି କହିଛନ୍ତି ମୋଦି । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଫୁଲେଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାନ ଦାର୍ଶନିକ, ଚିନ୍ତନର ହେତୁବାଦୀ ସମାଜ ସଂସ୍କାରକଙ୍କ ଜନ୍ମ ବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି । ଫୁଲେ ଦେଶରେ ମହିଳାଙ୍କ ଶିକ୍ଷା ପାଇଁ ପ୍ରଥମ ଶିକ୍ଷାନୁଷ୍ଠାନ ଖୋଲିଥିଲେ ଏବଂ ଭାରତ ସାମାଜରେ ଜାତିଭେଦକୁ ନେଇ ଥିବା ପ୍ରକାର ଭେଦକୁ ଦୂର କରିବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଛନ୍ତି ପ୍ରକାଶ ଜାଭେଡକର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.