ETV Bharat / bharat

ପ୍ରଥମ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନ ଅବୁଲ କଲାମ ଆଜାଦଙ୍କର ଆଜି ଜନ୍ମ ବାର୍ଷିକୀ । ଶିକ୍ଷା ଦିବସରେ ପ୍ରଥମ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Nov 11, 2021, 10:21 AM IST

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନ ଅବୁଲ କଲାମ ଆଜାଦଙ୍କର ଆଜି ଜନ୍ମ ବାର୍ଷିକୀ । ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ । ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକାକୁ ପ୍ରେରଣାଦାୟକ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜାଦ ଶିକ୍ଷା କ୍ଷେତ୍ର ପ୍ରତି ଆଗ୍ରହୀ ଥିଲେ ଏବଂ ସମାଜରେ ଅଧିକ ଭାଇଚାରା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଛନ୍ତି । ଜଣେ ପଥପ୍ରଦର୍ଶକ ଭାବରେ ଜଣାଶୁଣା । ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ପ୍ରେରଣାଦାୟକ ବୋଲି କହିଛନ୍ତି ମୋଦି ।

  • Tributes to Maulana Abul Kalam Azad on his Jayanti. A pathbreaking thinker and intellectual, his role in the freedom struggle is inspiring. He was passionate about the education sector and worked to further brotherhood in society.

    — Narendra Modi (@narendramodi) November 11, 2021 " class="align-text-top noRightClick twitterSection" data=" ">

ମୌଲାନା ଅବୁଲ କଲାମ ଆଜାଦ ଜଣେ ସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ ଏବଂ ସଂସ୍କାରକ ଥିଲେ ଏବଂ ଶିକ୍ଷା ମାଧ୍ୟମରେ ଏକ ଦେଶ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । 1888 ଆଜିର ଦିନରେ ସୌଦିର ମକ୍କାଠାରେ ଜନ୍ମଗ୍ରହଣ କରିଥିଲେ ମୌଲାନା ଅବୁଲ କଲାମ ଆଜାଦ । ଶିକ୍ଷାବିତ୍ ଭାବରେ ତାଙ୍କର ଅବଦାନ ପାଇଁ ତାଙ୍କୁ 1992ରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଅଲ ହିଲାଲ ଖବରକାଗଜ ମାଧ୍ୟମରେ ହିନ୍ଦୁ-ମୁସଲିମଙ୍କ ଏକତା ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ୧୯୮୫ ଫେବୃଆରୀ ୨୨ରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.