ETV Bharat / bharat

ନିଜ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ବୁଧବାର ଶପଥ ନେଇଥିବା ସମସ୍ତ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

author img

By

Published : Jul 7, 2021, 9:08 PM IST

ନିଜ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ ଶପଥ ଜଣାଇଲେ ମୋଦି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳର ହୋଇଛି ବିସ୍ତାର । ମୋଟ 43 ମନ୍ତ୍ରୀ ନେଇଛନ୍ତି ଶପଥ । ବୁଧବାର ଶପଥ ନେଇଥିବା ସମସ୍ତ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • I congratulate all the colleagues who have taken oath today and wish them the very best for their ministerial tenure. We will continue working to fulfil aspirations of the people and build a strong and prosperous India. #Govt4Growth pic.twitter.com/AVz9vL77bO

    — Narendra Modi (@narendramodi) July 7, 2021 " class="align-text-top noRightClick twitterSection" data=" ">

ମୋଦି ଟ୍ବିଟ କରି ନୂଆ ମନ୍ତ୍ରୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ପିଏମ ମୋଦି ନିଜ ଟ୍ବିଟରେ ଲେଖିଛନ୍ତି, ଯେଉଁ ସହକର୍ମୀମାନେ ଶପଥ ନେଇଛନ୍ତି ସେମାନଙ୍କୁ ଅଭିନନ୍ଦନ । ତେବେ ମନ୍ତ୍ରୀମାନଙ୍କୁ ନିଜ ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବା ଏବଂ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନ ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.