ETV Bharat / bharat

ବଦଳିଲା ଖେଳରତ୍ନ ପୁରସ୍କାର ନାଁ; ରାଜୀବ ଗାନ୍ଧୀ ପରିବର୍ତ୍ତେ ଏଣିକି ‘ମେଜର ଧ୍ୟାନଚାନ୍ଦ’ - କ୍ରୀଡା ଜଗତକୁ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

କ୍ରୀଡା ଜଗତକୁ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ବଦଳିଲା ଖେଳରତ୍ନ ପୁରସ୍କାରର ନାଁ । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ବଦଳରେ ‘ମେଜର ଧ୍ୟାନଚନ୍ଦ’ । ଟ୍ବିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ....

major dhyan chand khel ratna award
major dhyan chand khel ratna award
author img

By

Published : Aug 6, 2021, 1:11 PM IST

Updated : Aug 6, 2021, 1:29 PM IST

ନୂଆଦିଲ୍ଲୀ: କ୍ରୀଡା ଜଗତକୁ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ବଦଳିଲା ଖେଳରତ୍ନ ପୁରସ୍କାରର ନାଁ । ଏଣିକି କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିବ । ପୂର୍ବରୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମିଳୁଥିଲା । ଦେଶବାସୀଙ୍କ ପ୍ରସ୍ତାବ ଓ ଇଚ୍ଛା କ୍ରମେ ନାଁ ପରିବର୍ତ୍ତନ ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • I have been getting many requests from citizens across India to name the Khel Ratna Award after Major Dhyan Chand. I thank them for their views.

    Respecting their sentiment, the Khel Ratna Award will hereby be called the Major Dhyan Chand Khel Ratna Award!

    Jai Hind! pic.twitter.com/zbStlMNHdq

    — Narendra Modi (@narendramodi) August 6, 2021 " class="align-text-top noRightClick twitterSection" data=" ">

ଆଜି (ଶୁକ୍ରବାର) ଏସମ୍ପର୍କରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଅନୁରୋଧ ପରେ ଏହି ନିଷ୍ପତି ନିଆଯାଇଛି । କ୍ରୀଡାବିତ ଓ କ୍ରୀଡାଜଗତ ସହ ଜଡିତ ଲୋକଙ୍କ ସହ ଦେଶବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ପଦକ୍ଷେପ ନିଆଯାଇଛି । ତେଣୁ ବର୍ତ୍ତମାନ ଠାରୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପରିବର୍ତ୍ତେ ମେଜର ଧ୍ୟାନଚାନ୍ଦ ରତ୍ନ ପୁରସ୍କାର ଭାବେ ପୁରସ୍କାର ଦିଆଯିବ ।

  • देश को गर्वित कर देने वाले पलों के बीच अनेक देशवासियों का ये आग्रह भी सामने आया है कि खेल रत्न पुरस्कार का नाम मेजर ध्यानचंद जी को समर्पित किया जाए। लोगों की भावनाओं को देखते हुए, इसका नाम अब मेजर ध्यानचंद खेल रत्न पुरस्कार किया जा रहा है।

    जय हिंद!

Last Updated : Aug 6, 2021, 1:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.