ETV Bharat / bharat

President Elections: ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ମାମଲା

ରାଷ୍ଟ୍ରପତି ନିର୍ବାଚନକୁ ନେଇ ନାମାଙ୍କନ ଦାଖଲ ପ୍ରକ୍ରିୟା ଅନ୍ତିମ ଚରଣରେ ପହଞ୍ଚିଛି । ଏହାସହ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଉଭୟ ନିର୍ବାଚନକୁ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ ହୋଇଛି । ଆନ୍ଧ୍ର ପ୍ରଦେଶ ବାସିନ୍ଦା ଏମ ତିରୁପତି ରେଡ୍ଡୀ ଏନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି । ଯାହା ଆସନ୍ତାକାଲି ଶୁଣାଣି ହେବ । ଅଧିକ ପଢନ୍ତୁ

author img

By

Published : Jun 28, 2022, 10:54 PM IST

PPresident Electionsresident Elections
PresidenPresident Electionst Elections

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ନାମାଙ୍କନ ଦାଖଲ ପ୍ରକ୍ରିୟା ଅନ୍ତିମ ଚରଣରେ ପହଞ୍ଚିଛି । ଏହାସହ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଉଭୟ ନିର୍ବାଚନକୁ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ ହୋଇଛି । ଆନ୍ଧ୍ର ପ୍ରଦେଶ ବାସିନ୍ଦା ଏମ ତିରୁପତି ରେଡ୍ଡୀ ଏନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି । ଯାହା ଆସନ୍ତାକାଲି ଶୁଣାଣି ହେବ ।

ଆବେଦନକାରୀ ରେଡ୍ଡୀ ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଧିନିୟମ 1952 ରେ ଥିବା କିଛି ସମ୍ବିଧାନିକ ବୈଧତାକୁ ନେଇ ମାମଲା ରୁଜୁ କରିଛନ୍ତି । ଯାହା ନିର୍ବାଚନ ପ୍ରକ୍ରିୟା, ସାର୍ବଜନିକ ସୂଚନା, ପ୍ରାର୍ଥୀଙ୍କ ନାମାଙ୍କନର ପ୍ରସ୍ତୁତି ସମ୍ବନ୍ଧୀୟ ପ୍ରାବଧାନ ରହିଛି । ଆବେଦନକାରୀ କହିଛନ୍ତି ପ୍ରାର୍ଥୀପତ୍ର ଦାଖଲ ପାଇଁ ଅତିକମରେ 50 ସାଂସଦ ପ୍ରସ୍ତାବକ ଓ 50 ଜଣ ସାଂସଦ ଅନୁମୋଦକ ରହିବେ । ହେଲେ ଏଥିରେ ସେ କିଛି ଆପତ୍ତି ଦର୍ଶାଇଛନ୍ତି । ଯାହାର ଶୁଣାଣି ଆସନ୍ତାକାଲି କୋର୍ଟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.