ETV Bharat / bharat

ରାଗିଂ କରୁଥିଲେ ସାବଧାନ, ମିଳିବ ଏମିତି ଦଣ୍ଡ - କୋଲକାତା ହାଇକୋର୍ଟ

ବିଶ୍ବବିଦ୍ୟାଳୟ ରାଗିଂ ମାମଲାରେ ଆଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ବିଶ୍ବବିଦ୍ୟାଳୟରେ ରାଗିଂ ହେଲେ ଦଣ୍ଡ ସୂରୁପ ପୀଡିତଙ୍କୁ ଚିକିତ୍ସା ଖର୍ଚ୍ଚ ଦେବାକୁ ହେବ ବୋଲି କହିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

କୋଲକାତା ହାଇକୋର୍ଟ
କୋଲକାତା ହାଇକୋର୍ଟ
author img

By

Published : May 29, 2022, 1:25 PM IST

କୋଲକାତା: ବିଶ୍ବବିଦ୍ୟାଳୟ ରାଗିଂ ମାମଲାରେ ଆଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ବିଶ୍ବବିଦ୍ୟାଳୟରେ ରାଗିଂ ହେଲେ ଦଣ୍ଡ ସୂରୁପ ପୀଡିତଙ୍କୁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ହେବ ବୋଲି କହିଛନ୍ତି ହାଇକୋର୍ଟ । ଏହି ସହିତ ସ୍କୁଲ ଶିକ୍ଷାଦାନରେ ଅଂଶଗ୍ରହଣ କରିବା ସହିତ ସମାଜସେବାରେ ନିୟୋଜିତ ହେବେ । ଜଷ୍ଟିସ ମୌସୁମୀ ଭଟ୍ଟାଚାର୍ଯ୍ୟ ଭୁଲ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ବର୍ଷିଛନ୍ତି ।

କୋଲକାତା ହାଇକୋର୍ଟ
କୋଲକାତା ହାଇକୋର୍ଟ

ଶିକ୍ଷାନୁଷ୍ଠାନ ସଂସ୍ଥାରେ ହିଂସା ଏବଂ ବର୍ବରତାର କୌଣସି ସ୍ଥାନ ନାହିଁ । ଏପରି ଘଟଣା ସାମ୍ନାକୁ ଆସିଲେ କାହାକୁ କ୍ଷମା କରାଯିବ ନାହଁ । କୌଣସି ପ୍ରକାର ବାହାନକୁ ଗ୍ରହଣ କରାଯିବ ନାହିଁ । ବିଶ୍ବବିଦ୍ୟାଳୟ ତା ପକ୍ଷ ରଖି ଦାବି କରିଛି ଯେ, ୨୨ ଫେବୃଆରୀ ୨୦୨୨ ପିଲାଙ୍କୁ ବହିଷ୍କାର ନୋଟିସକୁ ସ୍ଥଗିତ ରଖାଯାଉ ଏବଂ ତୁରନ୍ତ ବିଟେକର ଅଷ୍ଟମ ସେମିଷ୍ଟାର ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯାଉ ।

ବିଶ୍ବ ବିଦ୍ୟାଳୟ ରାଗିଂ ନିରୋଧ କମିଟି ପ୍ରତ୍ୟକ୍ଷଦର୍ଶୀ, CCTV ଫୁଟେଜ ଏବଂ ବିସ୍ତୃତ ତଦନ୍ତ ଆଧାରରେ ପିଲାଙ୍କ ବହିଷ୍କାର ନିର୍ଦେଶନାମା ଜାରି କରିଥିଲା । ଏହି ଘଟଣାର ଯେପରି ପୁର୍ନରାବୃତ୍ତି ନହେବ ସେ ନେଇ ଉପାୟ ବାହାର କରିଛନ୍ତି କୋର୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.