ETV Bharat / bharat

କୋରୋନା ସଂକ୍ରମଣ: ଅହମଦାବାଦରେ ସମସ୍ତ ପାର୍କ ଓ ଗାର୍ଡେନ ବନ୍ଦ

ଅହମଦାବାଦରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ପାର୍କ ଓ ଗାର୍ଡେନକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

vpark and gardens close in ahemedabad over covid19 increase
କୋରୋନା ସଂକ୍ରମଣ: ଅହମଦାବାଦରେ ସମସ୍ତ ପାର୍କ ଓ ଗାର୍ଡେନ ବନ୍ଦ
author img

By

Published : Mar 17, 2021, 7:02 PM IST

ଗାନ୍ଧୀନଗର: ଅହମଦାବାଦରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ପାର୍କ ଓ ଗାର୍ଡେନକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଅହମଦାବାଦର କାନକାରିଆ ହ୍ରଦ ସହ ଚିଡିଆଖାନକୁ ମଧ୍ୟ ଗୁରୁବାରରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଅହମଦାବାଦରେ ସମସ୍ତ ପାର୍କ ଓ ଗାର୍ଡେନକୁ ବନ୍ଦ କରାଯାଇଛି । ସେହିପରି ମଙ୍ଗଳବାର ଗୁଜୁରାଟ ସରକାର କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ରାଜ୍ୟର ଚାରିଟି ମେଟ୍ରୋ ସହରକୁ ରାତ୍ରକାଳୀନ କର୍ଫୁ ଘୋଷଣା କରିଥିଲେ । ଅହମଦାବାଦ, ଭଦୋଦରା, ସୁରଟ ସମେତ ରାଜକୋଟକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି । କର୍ଫ୍ୟୁ ସମୟରେ ରାତ୍ର 10ରୁ ସକାଳ 6 ଟା ପର୍ଯ୍ୟନ୍ତ ଜାରି କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଗୁଜୁରାଟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଜାରୀ କରିଥିବା ତଥ୍ୟ ଅନୁଯାୟୀ ଗୁଜୁରାଟରେ 4966 କୋରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.