ETV Bharat / bharat

ଅକ୍ସିଜେନ ଅଭାବରୁ ବିହାରରେ 3 ମୃତ

author img

By

Published : Apr 25, 2021, 9:20 PM IST

ପୁଣି ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 3 ରୋଗୀ । ବିହାରର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଛି । ଅଧିକ ପଢନ୍ତୁ...

ଅକ୍ସିଜେନ ଅଭାବରୁ ବିହାରର 3 ମୃତ
ଅକ୍ସିଜେନ ଅଭାବରୁ ବିହାରର 3 ମୃତ

ପାଟନା: ପୁଣି ଅକ୍ସିଜେନ ଅଭାବରେ ପ୍ରାଣ ହରାଇଲେ 3 ରୋଗୀ । ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଅକ୍ସିଜେନ ଅଭାବ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି । ଏହାରି ମଧ୍ୟରେ ପୁଣି ବିହାରର ଏନଏମସିଏଚ ହସ୍ପିଟାଲରେ 3 ଜଣ ରୋଗୀ ଅକ୍ସିଜେନ ଅଭାବରୁ ଆଖି ବୁଜିଛନ୍ତି ।

ସେହିପରି ଡାକ୍ତରଖାନାରେ ବର୍ତ୍ତମାନ 290 ରୋଗୀ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ କମ ସୟମ ମଧ୍ୟରେ ଅକ୍ସିଜେନ ସରିଯିବ । ଡାକ୍ତରଖାନା ଅଧିକ୍ଷକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.