ETV Bharat / bharat

ଦେଶରେ ଗଚ୍ଛିତ ଅଛି 1.54 କୋଟିରୁ ଅଧିକ ଟିକା: କେନ୍ଦ୍ର

author img

By

Published : Jul 12, 2021, 12:55 PM IST

ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦେଶର ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ 1.54 କୋଟିରୁ ଅଧିକ ଟିକା ମହଜୁଦ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

Over 1.54 crore unutilised COVID-19 vaccine doses available with states, private hospitals: Centre
କେନ୍ଦ୍ରଶାସିତ ଅଞ୍ଚଳ ସମେତ ରାଜ୍ୟରେ ମହଜୁଦ ରହିଛି 1.54 କୋଟିରୁ ଅଧିକ ଟିକା : କେନ୍ଦ୍ର

ନୂଆଦିଲ୍ଲୀ: ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଦେଶର ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ 1.54 କୋଟିରୁ ଅଧିକ ଟିକା ମହଜୁଦ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । 38.86 କୋଟିରୁ ଅଧିକ ଡୋଜ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରକୁ ଦିଆସରିଛି । ଅବଶିଷ୍ଟ 63 ଲକ୍ଷ 84 ହଜାର 230 ଟିକା ଦିଆଯିବ ।

ଏହାସହ କେନ୍ଦ୍ର ସରକାର 37 କୋଟି 31 ଲକ୍ଷ 88 ହଜାର 834 ଟିକା ଉତ୍ପାଦନ କରିସାରିଛନ୍ତି । ସେଥିମଧ୍ୟରୁ କିଛି ବ୍ୟବହାର ହୋଇଥିବା ବେଳେ କିଛି ନଷ୍ଟ ମଧ୍ୟ ହୋଇସାରିଛି । ଜୁନ 21ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.