ETV Bharat / bharat

Atlantis Banquet Hallରେ ଅଗ୍ନିକାଣ୍ତ, ଜଣେ କର୍ମଚାରୀ ମୃତ

author img

By

Published : May 18, 2022, 7:28 AM IST

ଦିଲ୍ଲୀରେ ଥିବା Atlantis Banquet Hallରେ ଭୟାବହ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତରେ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Atlantis Banquet Hallରେ ଭୟାବହ ଅଗ୍ନିକାଣ୍ତ;ଜଣେ କର୍ମଚାରୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା Atlantis Banquet Hallରେ ଭୟାବହ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ନୂଆଦିଲ୍ଲୀର ଜଟି କର୍ଣ୍ଣଲ ରୋଡରେ ଥିବା ଆଟଲାଣ୍ଟିକ ହଲରେ ଭୟାବହ ଅଗ୍ନିକାଣ୍ତ ହୋଇଥିଲା । ନିଆଁ ଲାଗିବା ଦେଖି ହଲର କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଏହି ଅଗ୍ନିକାଣ୍ତରେ ଜଣେ ହଲର କର୍ମଚାରୀ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.