ETV Bharat / bharat

ଅମ୍ବାନୀଙ୍କ ଘର ଆଗରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ମିଳିବା ଘଟଣା; ଜଣେ ସନ୍ଦିଗ୍ଧ ଚିହ୍ନଟ

author img

By

Published : Feb 27, 2021, 11:06 AM IST

ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ସାମ୍ନାରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ରଖିଥିବା ବ୍ୟକ୍ତିଙ୍କ ମିଳିଲା ସୁରାଗ । ଖୁବଶୀଘ୍ର ତାକୁ ପୋଲିସ ଗିରଫ କରିବା ନେଇ ମିଳିଛି ସୂଚନା । ତେବେ ଏହି ଜିଲେଟିନ ଭର୍ତ୍ତି ଏହି ସ୍କର୍ପିଓ ପଛରେ ଥିଲା ଏକ ଧଳା ରଙ୍ଗର ଇନୋଭା କାର । ଯାହାକୁ ଠାବ କରିଛି ମୁମ୍ବାଇ ପୋଲିସ ।

ଅମ୍ବାନୀଙ୍କ ଘର ଆଗରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ମିଳିବା ଘଟଣା; ଜଣେ ସନ୍ଦିଗ୍ଧ ଚିହ୍ନଟ
ଅମ୍ବାନୀଙ୍କ ଘର ଆଗରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ମିଳିବା ଘଟଣା; ଜଣେ ସନ୍ଦିଗ୍ଧ ଚିହ୍ନଟ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ସାମ୍ନାରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ରଖିଥିବା ବ୍ୟକ୍ତିଙ୍କ ମିଳିଲା ସୁରାଗ । ଖୁବଶୀଘ୍ର ତାକୁ ପୋଲିସ ଗିରଫ କରିବା ନେଇ ମିଳିଛି ସୂଚନା । ତେବେ ଏହି ଜିଲେଟିନ ଭର୍ତ୍ତି ଏହି ସ୍କର୍ପିଓ ପଛରେ ଥିଲା ଏକ ଧଳା ରଙ୍ଗର ଇନୋଭା କାର । ଯାହାକୁ ଠାବ କରିଛି ମୁମ୍ବାଇ ପୋଲିସ । ଜଣେ ସନ୍ଦିଗ୍ଧକୁ ପୋଲିସ ଚିହ୍ନଟ କରିଛି । ଯାହା ସହାୟତାରେ ମୁଖ୍ୟ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଜଣାପଡିଛି ।

ତେବେ ଏଠାରେ କହିରଖୁଛୁ ଯେ, ଫେବୃଆରୀ 25 ବିଳମ୍ବିତ ରାତ୍ରିରେ ଦେଶର ସବୁଠୁ ବିତ୍ତଶାଳୀ ତଥା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଘର ‘ଆଣ୍ଟିଲିଆ’ ସାମ୍ନାରୁ ଜିଲେଟିନ ଭର୍ତ୍ତି ସ୍କର୍ପିଓ ଜବତ ହୋଇଥିଲା । ମୁମ୍ବାଇ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ସିସିଟିଭି ଯାଞ୍ଚ ଚାଲିଥିଲା । ସେପଟେ ଆଣ୍ଟିଲିଆ ପରିସରକୁ କଡା ସୁରକ୍ଷା ବଳୟରେ ପରିଣତ କରିଥିଲା ମୁମ୍ବାଇ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.