ETV Bharat / bharat

'One Nation, One Ration' ଯୋଜନାର କାର୍ଯ୍ୟକାରୀ ପ୍ରକ୍ରିୟାଧୀନ: ମମତା

author img

By

Published : Jun 15, 2021, 6:46 AM IST

ୱାନ ନେସନ ୱାନ ରାସନ କାର୍ଡ ଯୋଜନାର କାର୍ଯ୍ୟକାରୀ ପଶ୍ଚିମବଙ୍ଗରେ ପ୍ରକ୍ରିୟାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଅଧିକ ପଢନ୍ତୁ...

'One Nation, One Ration' ଯୋଜନାର କାର୍ଯ୍ୟକାରୀ ପ୍ରକ୍ରିୟାଧୀନ: ମମତା
'One Nation, One Ration' ଯୋଜନାର କାର୍ଯ୍ୟକାରୀ ପ୍ରକ୍ରିୟାଧୀନ: ମମତା

କୋଲକାତା: ୱାନ ନେସନ, ୱାନ ରାସନ ଯୋଜନା ପଶ୍ଚିମବଙ୍ଗରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ଯୋଜନାଟି ରାଜ୍ୟରେ ପ୍ରକ୍ରିୟାଧୀନ ରହିଥିବା ବଳେ ଏହାସହିତ ପଶ୍ଚିମବଙ୍ଗ ସରକାରଙ୍କ କୌଣସି ସମସ୍ୟା ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି ।

ଜାତୀୟ ଖାଦ୍ୟ ନିରାପଦା ଧାରା(NFSA) ଓ ଅନ୍ୟାନ୍ୟ ଜନକଲ୍ୟାଣ ଯୋଜନା ଅନୁଯାୟୀ ୱାନ ନେସନ ୱାନ ରାସନ କାର୍ଡ ମାଧ୍ୟମରେ ରାସନ ହିତାଧିକାରୀଙ୍କ ଉପଲବ୍ଧତା ନିଶ୍ଚିତ କରାଯାଏ । ବିଶେଷ ଭାବରେ ପ୍ରବାସୀ ଶ୍ରମିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଏ । ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଦିନ ମଜୁରିଆ, ବୁଲା ବିକାଳୀ, ଅସ୍ଥାୟୀ ଶ୍ରମିକ ଆଦିଙ୍କୁ ସାମିଲ କରାଯାଇଛି ।

ତେବେ ସୂଚନା ଥାଉ କି ୱାନ ନେସନ ୱାନ ରେସନ କାର୍ଡ (ONORC) ଯୋଜନା ଦ୍ବାରା ପ୍ରବାସୀ ହିତାଧିକାରୀ ନିଜ ରାସନ କାର୍ଡ ବ୍ୟବହାର କରି ଦେଶର ଯେକୌଣସି ଦୋକାନରୁ ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଇବାପାରିବେ । ପ୍ରବାସୀଙ୍କୁ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଏହି ନିୟମକୁ ଲାଗୁ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.