ETV Bharat / bharat

Parliament Winter session: ନିଲମ୍ବିତ ସାଂସଦ କ୍ଷମା ମାଗିବେନି କହିଲେ ରାହୁଲ - ରାହୁଲ ଗାନ୍ଧୀ ଟ୍ବିଟର ନ୍ୟୁଜ

ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ସଂସଦରେ ହଟଚମଟ ଦେଖିବାକୁ ମିଳିଛି । ନିଲମ୍ବିତ ସାଂସଦଙ୍କ କ୍ଷମା ପ୍ରାର୍ଥନାକୁ ନେଇ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ବିଲକୁଲ ନୁହେଁ । କଣ ପାଇଁ କ୍ଷମା ମାଗିବେ ? ଅଧିକ ପଢନ୍ତୁ

ବିଲକୁଲ କ୍ଷମା ମାଗିବେନି ନିଲମ୍ବିତ ସାଂସଦ କହିଲେ ରାହୁଲ

author img

By

Published : Nov 30, 2021, 3:11 PM IST

ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର ଦ୍ବିତୀୟ ଦିନ (second day of Parliament Winter session ) । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (suspended 12 Rajya Sabha MP) ନିଲମ୍ବନ ପ୍ରତ୍ୟାହାର ଦାବିରେ ସଂସଦରେ ହଟଚମଟ ଦେଖିବାକୁ ମିଳିଛି । ନିଲମ୍ବିତ ସାଂସଦଙ୍କ କ୍ଷମା ପ୍ରାର୍ଥନାକୁ ନେଇ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି ବିଲକୁଲ ନୁହେଁ କଣ ପାଇଁ କ୍ଷମା ମାଗିବେ ? ସେମାନେ ସାଂସଦରେ ଲୋକଙ୍କ ସ୍ବର ଉଠାଇଥିଲେ ।

  • किस बात की माफ़ी?
    संसद में जनता की बात उठाने की?

    बिलकुल नहीं!

    — Rahul Gandhi (@RahulGandhi) November 30, 2021 " class="align-text-top noRightClick twitterSection" data=" ">

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କ( Rajya Sabha Chairman M Venkaiah Naidu) ନିକଟରେ ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ ନିଲମ୍ବନ ପ୍ରତ୍ୟାହାର ଦାବି କରିଥିଲେ ଯାହାକୁ ଅଧ୍ୟକ୍ଷ ପ୍ରତ୍ୟାଖାନ କରିଥିଲେ । ଦାବି କରି ବିରୋଧୀ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପ୍ରକାଶ ଥାଉ କି, ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.