ନୂଆଦିଲ୍ଲୀ: ବର୍ତ୍ତମାନ ଆଧାର କାର୍ଡ ବିନା ମଧ୍ୟ ମିଳିବ ସବୁ ପ୍ରକାର ସେବା । ଆଧାର ନଥିଲେ ମଧ୍ୟ କେହି ବି କୌଣସି ପ୍ରକାର ସେବା ଓ ସୁବିଧାରୁ ବଞ୍ଚିତ ହେବେ ନାହଁ । ଦେଶର କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତର ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛନ୍ତି ।
ଆଧାର କାର୍ଡ ନଥିଲେ ବି ମିଳିବ ସବୁ ପ୍ରକାର ସୁବିଧା - ବିନା ଆଧାର କାର୍ଡରେ ମିଳିବ ସୁବିଧା
ଆଧାର କାର୍ଡ ନଥିଲେ ମଧ୍ୟ କୌଣସି ପ୍ରକାର ସେବା ଓ ସୁବିଧାରୁ ବଞ୍ଚିତ ହେବେ ନାହିଁ ଲୋକେ । ଅଧିକ ପଢନ୍ତୁ...

Aadhaar