ETV Bharat / bharat

ପାକିସ୍ତାନ ଲିଙ୍କରେ 5 ସନ୍ଦିଗ୍ଧ ଗିରଫ

author img

By

Published : Mar 15, 2021, 11:07 AM IST

ଆଇଏସଆଇଏସ ଲିଙ୍କ ସୋମବାର ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଦିଲ୍ଲୀ ସମେତ ଦେଶର 7 ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ଚଢାଉ କରିଛି । ଅଧିକ ପଢନ୍ତୁ...

ପାକିସ୍ତାନ ଲିଙ୍କରେ 5 ସନ୍ଦିଗ୍ଧ ଗିରଫ
ପାକିସ୍ତାନ ଲିଙ୍କରେ 5 ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର 7 ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA)ର ଚଢାଉ । ଆଇଏସଆଇଏସ ଲିଙ୍କ ସୋମବାର ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଦିଲ୍ଲୀ, କର୍ଣ୍ଣାଟକ ଓ କେରଳ ଭଳି ସ୍ଥାନରେ ଚଢାଉ କରାଯାଇଥିବାବେଳେ ପାକିସ୍ତାନ ଲିଙ୍କରେ 5 ଜଣକୁ ଗିରଫ କରିଛି ।

ଦିଲ୍ଲୀର ଜାଫ୍ରେଦାବାଦରେ ଅଞ୍ଚଳରେ ଚଢାଉ କରାଯିବା ସହ ବେଙ୍ଗାଲୁରୁର 2 ସ୍ଥାନରେ ଚଢାଉ କରିଛନ୍ତି ବିଭିନ୍ନ ଏଜେନ୍ସି । କେରଳର କୋଚି, କନୁରର 4 ଟି ସ୍ଥାନରେ ଚଢାଉ ହୋଇଛି । ଏନଆଇଏ ରେଡ କରିଥିବା ଅଞ୍ଚଳରେ 6ରୁ 7 ଲୋକଙ୍କ ଗତିବିଧ ଆଇଏସଆଇଏସ ସମ୍ପୃକ୍ତି ଥିବା ନେଇ ଏନଆଇଏ ଜାଣିବାକୁ ପାଇଥିଲା । ଏନେଇ ଏନଆଇଏ ଏକ ମାମଲା ରୁଜୁ କରିଛି । ସେପଟେ, ମାମଲା ରୁଜୁ ହେବାର 48 ଘଣ୍ଟା ମଧ୍ୟ ଚଢାଉ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.