ETV Bharat / bharat

ଡନ୍‌ ଦାଉଦ ଇବ୍ରାହିମର ସହଯୋଗୀ ଘରେ NIA ରେଡ୍‌

author img

By

Published : May 9, 2022, 10:02 AM IST

ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏର ରେଡ୍‌ । ବର୍ତ୍ତମାନ୧୨ରୁ ଅଧିକ ସ୍ଥାନରେ ଚଢାଉ ଜାରି ରହିଛି ।

ଦାଉଦ ଇବ୍ରାହିମ ସହଯୋଗୀଙ୍କ ଘରେ NIAର ରେଡ
ଦାଉଦ ଇବ୍ରାହିମ ସହଯୋଗୀଙ୍କ ଘରେ NIAର ରେଡ

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏର ରେଡ । ଦାଉଦର ଅନେକ ସହଯୋଗୀଙ୍କ ଘରେ ରେଡ୍‌ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ବର୍ତ୍ତମାନ ୧୨ରୁ ଅଧିକ ସ୍ଥାନରେ ଚଢାଉ ଜାରି ରହିଛି । ମୁମ୍ବାଇର ନାଗପଡା, ଗୋରେ ଗାଁ, ବୋରିଭାଲୀ, ସାନ୍ତାକ୍ରୁଜ, ମୁମ୍ବ୍ରା, ଓ ଭିଣ୍ଡି ବଜାରରେ ଚଢାଉ ଆରମ୍ଭ ହୋଇଛି ।

୧୯୯୩ରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ଦାଉଦକୁ ୨୦୦୩ରେ ଜାତିସଂଘ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ଏଥି ସହ ଦାଉଦ ଇବ୍ରାହିମ ଉପରେ ୨୫ ମିଲିୟନ ଡଲାରର ଫାଇନ ମଧ୍ୟ ଲଗାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.