ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Jul 10, 2022, 7:01 AM IST

Updated : Jul 10, 2022, 7:07 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍‌, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଶ୍ରୀଜିଉଙ୍କ ସୁନାବେଶ ।
  • ଆଜି ଗୁଜୁରାଟରେ କୃଷି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।
  • ଆଜି ଗଞ୍ଜାମ ଗସ୍ତରେ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
  • ଆଜି ଇଦ୍-ଉଜ୍-ଜୁହା।
  • ଆଜିଠୁ ପ୍ରତି ରବିବାର ଜେଲ ପରେଡ ।
  • ମୌସୁମୀ ସକ୍ରିୟ, ଆଜିଠୁ 13 ଯାଏ ବର୍ଷିବ ।
  • ମହିଳା ହକି ବିଶ୍ବକପ: ଆଜି ଭାରତ-ସ୍ପେନ କ୍ରସ ଓଭର।
  • ଆଜି ଓଡିଆ ବୈଜ୍ଞାନିକ ଗୋକୁଳାନନ୍ଦ ମହାପାତ୍ରଙ୍କ ତିରୋଧାନ ଦିବସ।
  • ଆଜି ମୁକ୍ତିଲାଭ କରିବ ଆସ୍ତିକ ନାସ୍ତିକ ।

Last Updated : Jul 10, 2022, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.