- ଆଜି ମହାଷ୍ଟମୀ । ସପ୍ତମୀରେ ଚକ୍ଷୁଦାନ ପରେ ଧରାପୃଷ୍ଠରେ ବିରାଜିତ ମା' ।
- ଆଜି ଗତିଶକ୍ତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।
- ଆଜି ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ପାରମ୍ପାରିକ ରାତିନୀତିରେ ବାହାରିବ ଛତର ।
- ଆଉ ଏକ ଲଘୁଚାପ ସମ୍ଭାବନା । ୪୮ ଘଣ୍ଟା ଭିତରେ ପ୍ରବଳ ବର୍ଷା ସମ୍ଭାବନା ।
- ଆଜି ଲଖିମପୁର ହିଂସା ନେଇ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ।
- ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ହେବ ଶୁଣାଣି ।
- ଚିନ୍ତା ବଢାଉଛି ପାର୍ବଣ । ଆଜି ବସିବ କୋରୋନା ସମୀକ୍ଷା ବୈଠକ ।
- ଟ୍ବିନ୍ ସିଟିରେ ପୁଣି ବଢୁଛି ସଂକ୍ରମଣ । ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।
- ଆଜି IPL ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀ-କୋଲକାତା ହେବେ ମୁହାଁମୁହିଁ ।
- ଆଜି ଅନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ନ୍ୟୁଜ ଟୁଡେ
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ଆଜି ମହାଷ୍ଟମୀ । ସପ୍ତମୀରେ ଚକ୍ଷୁଦାନ ପରେ ଧରାପୃଷ୍ଠରେ ବିରାଜିତ ମା' ।
- ଆଜି ଗତିଶକ୍ତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।
- ଆଜି ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ପାରମ୍ପାରିକ ରାତିନୀତିରେ ବାହାରିବ ଛତର ।
- ଆଉ ଏକ ଲଘୁଚାପ ସମ୍ଭାବନା । ୪୮ ଘଣ୍ଟା ଭିତରେ ପ୍ରବଳ ବର୍ଷା ସମ୍ଭାବନା ।
- ଆଜି ଲଖିମପୁର ହିଂସା ନେଇ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ।
- ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ହେବ ଶୁଣାଣି ।
- ଚିନ୍ତା ବଢାଉଛି ପାର୍ବଣ । ଆଜି ବସିବ କୋରୋନା ସମୀକ୍ଷା ବୈଠକ ।
- ଟ୍ବିନ୍ ସିଟିରେ ପୁଣି ବଢୁଛି ସଂକ୍ରମଣ । ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।
- ଆଜି IPL ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀ-କୋଲକାତା ହେବେ ମୁହାଁମୁହିଁ ।
- ଆଜି ଅନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ।
Last Updated : Oct 13, 2021, 7:13 AM IST