- ଆଜି ରାୟଗଡାରେ ଉତ୍କଳ ଆଲୁମିନା ରିଫାଇନାରିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
- ମୟୂରଭଞ୍ଜରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରସଙ୍ଗ । ଆଜି କ୍ଷେତ୍ର ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ ।
- ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ କାର୍ଯ୍ୟାଳୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ଆଜି ଗୁଜୁରାଟ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ।27 ମନ୍ତ୍ରୀ ନେବେ ଶପଥ ।
- ଆଜି ଭାରତ-ଆଲଗେରିଆ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା । ଆଲଗେରିଆ ଗସ୍ତରେ ଅଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ।
- ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ । ବୈଦେଶିକ ବ୍ୟାପାର ସମ୍ପର୍କି ପ୍ରସଙ୍ଗରେ କରିବେ ଆଲୋଚନା ।
- ଆଜି ଦକ୍ଷିଣ ଭାରତର ୮ ରାଜ୍ୟର ଜଳ ଜୀବନ ମିଶନ ଅଧ୍ୟକ୍ଷଙ୍କ ସହ କଥା ହେବେ ଜଳଶକ୍ତି ମନ୍ତ୍ରୀ
- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷକ ପର୍ବ୨୦୨୧ । ଆଜି ଭାରତୀୟ କଳା, ସଂସ୍କୃତି ଓ ଜ୍ଞାନ ସମ୍ପର୍କିତ ଆଲୋଚାନ ଚକ୍ର ।
- ଆଜିଠାରୁ ୨୨ ପର୍ଯ୍ୟନ୍ତ ବିଭିନ୍ନ ରୁଟରେ ୫ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଳପଥ ।
- ଆଜି ବିଶ୍ବ ଓଜୋନ ଦିବସ । ଚଳିତ ବର୍ଷ ଥିମ ରହିଛି ମଣ୍ଟ୍ରିଲ ପ୍ରୋଟୋକଲ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର..
- ଆଜି ରାୟଗଡାରେ ଉତ୍କଳ ଆଲୁମିନା ରିଫାଇନାରିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
- ମୟୂରଭଞ୍ଜରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରସଙ୍ଗ । ଆଜି କ୍ଷେତ୍ର ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ ।
- ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ କାର୍ଯ୍ୟାଳୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ଆଜି ଗୁଜୁରାଟ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ।27 ମନ୍ତ୍ରୀ ନେବେ ଶପଥ ।
- ଆଜି ଭାରତ-ଆଲଗେରିଆ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା । ଆଲଗେରିଆ ଗସ୍ତରେ ଅଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ।
- ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ । ବୈଦେଶିକ ବ୍ୟାପାର ସମ୍ପର୍କି ପ୍ରସଙ୍ଗରେ କରିବେ ଆଲୋଚନା ।
- ଆଜି ଦକ୍ଷିଣ ଭାରତର ୮ ରାଜ୍ୟର ଜଳ ଜୀବନ ମିଶନ ଅଧ୍ୟକ୍ଷଙ୍କ ସହ କଥା ହେବେ ଜଳଶକ୍ତି ମନ୍ତ୍ରୀ
- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷକ ପର୍ବ୨୦୨୧ । ଆଜି ଭାରତୀୟ କଳା, ସଂସ୍କୃତି ଓ ଜ୍ଞାନ ସମ୍ପର୍କିତ ଆଲୋଚାନ ଚକ୍ର ।
- ଆଜିଠାରୁ ୨୨ ପର୍ଯ୍ୟନ୍ତ ବିଭିନ୍ନ ରୁଟରେ ୫ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଳପଥ ।
- ଆଜି ବିଶ୍ବ ଓଜୋନ ଦିବସ । ଚଳିତ ବର୍ଷ ଥିମ ରହିଛି ମଣ୍ଟ୍ରିଲ ପ୍ରୋଟୋକଲ ।
Last Updated : Sep 16, 2021, 7:28 AM IST