ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jun 15, 2021, 7:15 AM IST

Updated : Jun 15, 2021, 7:41 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ରଜ ସଂକ୍ରାନ୍ତି, ପୁରପଲ୍ଲୀରେ ନିରାଡମ୍ବର ସହକାରେ ହେଉଛି ପାଳନ ।

2. ଆଜି ଶୀତଳ ଷଷ୍ଠୀ, ମା' ପାର୍ବତୀଙ୍କ ସହ ମହାଦେବଙ୍କ ପଡିବ ହାତଗଣ୍ଠି । ଯୋଗଦେବେ ଅଷ୍ଟ ଚଣ୍ଡୀ ।

3. ଆଜି ଫକୀର ମୋହନ ସେନାପତିଙ୍କ 104ତମ ପୂଣ୍ୟ ତିଥୀ ।

4. ଆଜି ଦିଲ୍ଲୀ ଏମ୍ସରେ ପିଲାଙ୍କ ଉପରେ କୋଭାକ୍ସିନ ପରୀକ୍ଷା ।

5. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରାଳୟର ସମୀକ୍ଷା କରିବେ । ଉପସ୍ଥିତ ରହିବେ ଗୃହ ମନ୍ତ୍ରୀଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ।

6.ଗୁଜୁରାଟ ଗସ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆଜି ଗୁଜୁରାଟର ସମସ୍ତ 182 ଆସନ ପାଇଁ କରିପାରନ୍ତି ପ୍ରାର୍ଥୀ ଘୋଷଣା ।

7. ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ 2 ଦିନ ଧରି ଜାରି ରହିବ ମୌସୁମୀ ବର୍ଷା, ପଡିବନି ଲଘୁଚାପ ପ୍ରଭାବ ।

8. ଆଜି ପବନ ଦିବସ । ପବନ ଶକ୍ତିର ଆବଶ୍ୟକତାକୁ ଗୁରୁତ୍ବାରୋପ ଦେଇ ପାଳନ ହୁଏ ଏହି ଦିବସ ।

9. ଫିଫା ୱାର୍ଲ୍ଡ କପ୍ କ୍ବାଲିଫାୟାର୍ସ, ଆଜି ଆଫଗାନିସ୍ଥାନକୁ ଭେଟିବ ଭାରତ

10. ୟୁରୋ ଚମ୍ପିଅନସିପ୍ 2021 । ଆଜି ପର୍ତ୍ତୁଗାଲ ବନାମ ହେଙ୍ଗେରୀ ।

Last Updated : Jun 15, 2021, 7:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.